କାଲିଠାରୁ ରାଜ୍ୟରେ ଗଡ଼ିବ ଘରୋଇ ବସ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତାକାଲିଠାରୁ ସାରା ରାଜ୍ୟରେ ଚାଲିବ ଘରୋଇ ବସ୍‌। ରାଜ୍ୟ ବସ ଘରୋଇ ମାଲିକ ସଂଘ ସାଧାରଣ ପରିଷଦ ମିଟିଂରେ ଏନେଇ ନିଷ୍ପତ୍ତି ହୋଇଛି। ବୈଠକ ପରେ ବସ୍‌ ମାଲିକ ସଂଘ ସାଧାରଣ ସଂପାଦକ ଦେବେନ୍ଦ୍ର ସାହୁ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ତେବେ ପ୍ରଥମ ଦଫାରେ କାଲିଠାରୁ କିଛି କିଛି ବସ ଚଳାଚଳ କରିବ। ପୂରା ମାତ୍ରାରେ ବସ ଚଳାଚଳ ପାଇଁ ୧୦ ଦିନ ସମୟ ଲାଗିବ ବୋଲି ଶ୍ରୀ ସାହୁ କହିଛନ୍ତି। ଏହାଛଡ଼ା ବସ୍‌ […]

privat-bus

privat-bus

Manoranjan Sial
  • Published: Wednesday, 27 May 2020
  • Updated: 27 May 2020, 03:43 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତାକାଲିଠାରୁ ସାରା ରାଜ୍ୟରେ ଚାଲିବ ଘରୋଇ ବସ୍‌। ରାଜ୍ୟ ବସ ଘରୋଇ ମାଲିକ ସଂଘ ସାଧାରଣ ପରିଷଦ ମିଟିଂରେ ଏନେଇ ନିଷ୍ପତ୍ତି ହୋଇଛି। ବୈଠକ ପରେ ବସ୍‌ ମାଲିକ ସଂଘ ସାଧାରଣ ସଂପାଦକ ଦେବେନ୍ଦ୍ର ସାହୁ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ତେବେ ପ୍ରଥମ ଦଫାରେ କାଲିଠାରୁ କିଛି କିଛି ବସ ଚଳାଚଳ କରିବ। ପୂରା ମାତ୍ରାରେ ବସ ଚଳାଚଳ ପାଇଁ ୧୦ ଦିନ ସମୟ ଲାଗିବ ବୋଲି ଶ୍ରୀ ସାହୁ କହିଛନ୍ତି। ଏହାଛଡ଼ା ବସ୍‌ ଚାଳକ, ହେଲପର ଓ କଣ୍ଡକ୍ଟରଙ୍କର ବୀମା ହେବ, ମାର୍ଚ୍ଚ ମାସ ଟ୍ୟାକ୍ସ ଜୁଲାଇ ଏଡ୍‌ଜଷ୍ଟ ହେବ ବୋଲି ମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିବା ଶ୍ରୀ ସାହୁ କହିଛନ୍ତି।

ରାଜ୍ୟରେ ଘରୋଇ ବସ୍‌ ଚଳାଚଳ ନେଇ ଗତକାଲି ଘରୋଇ ବସ୍‌ ମାଲିକ ସଂଘ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରାଙ୍କୁ ଭେଟିଥିଲେ। ବୈଠକରେ ଏପ୍ରିଲ, ମେ’ ଓ ଜୁନ୍ ମାସ ପାଇଁ ରୋଡ୍ ଟ୍ୟାକ୍ସ ଛାଡ଼, ଇନସ୍ୟୁରାନ୍ସ ଦେୟ ଅବଧି ବୃଦ୍ଧି ଓ ଋଣ କିସ୍ତି ଛାଡ଼ ଉପରେ ଆଲୋଚନା ହୋଇଥିଲା।

ମହାମାରୀ ‘କରୋନା’ ପାଇଁ ଦିଆଯାଇଥିବା ଲକ୍‌ଡାଉନ୍‌ ଯୋଗୁଁ ରାଜ୍ୟରେ ବସ୍‌ ଚଳାଚଳ ବନ୍ଦ ରହିଛି। ତେବେ ତୃତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌ରେ ରାଜ୍ୟ ସରକାର କେତେକ ସର୍ତ୍ତରେ ବସ୍‌ ଚଳାଇବାକୁ ଅନୁମତି ଦେଇଥିଲେ। କୌଣସି ବସ୍‌ରେ ଯାତ୍ରୀମାନେ ଠିଆ ହୋଇଯାଇପାରିବେ ନାହିଁ। ସେହିପରି କୌଣସି ବସ୍‌ ରାସ୍ତାରୁ ଯାତ୍ରୀଙ୍କୁ ଉଠାଇ ପାରିବେ ନାହିଁ।  ଏହାଛଡ଼ା ଅନ୍ୟାନ୍ୟ ବହୁ ସର୍ତ୍ତ ରଖିଥିଲେ। ଯାହାକୁ ବିରୋଧ କରିଥିଲା ବସ୍‌ ମାଲିକ ସଂଘ। ବସ୍‌ ଷ୍ଟାଣ୍ଡରେ ସ୍କିନିଂ ଓ ସାନିଟାଇଜିଂ ବ୍ୟବସ୍ଥା କରିବାକୁ ସଂଘ ଦାବି କରିଥିଲା। ସେହିପରି ଦୀର୍ଘ ସମୟ ଧରି ଗାଡ଼ି ଚଳାଚଳ ବନ୍ଦ ରହିଥିବାରୁ କ୍ଷତି ସହୁଥିବା ମାଲିକଙ୍କୁ ରୋଡ୍ ଟ୍ୟାକ୍ସ ଛାଡ଼, ଇନସ୍ୟୁରାନ୍ସ ଦେୟ ଅବଧି ବୃଦ୍ଧି ଓ ଋଣ କିସ୍ତି ଛାଡ଼ କରିବାକୁ ସଂଘ ଦାବି କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story