ଶିକ୍ଷକଙ୍କୁ ତଣ୍ଟି କାଟି ହତ୍ୟା

Ordigital Desk
  • Published: Wednesday, 22 November 2017
  • , Updated: 22 November 2017, 07:40 AM IST
<p>ସମ୍ୱଲପୁର: ସମ୍ବଲପୁରରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଯାଇଛି। ଗତକାଲି ରାତିରେ ରେଢ଼ାଖୋଲ ଥାନା ଅନ୍ତର୍ଗତ ବିଶିପାଲ୍ଲୀ ଗାଁରେ ଏକ ଘରୋଇ ସ୍କୁଲ୍&zwnj;ର ଜଣେ ଶିକ୍ଷକଙ୍କୁ ତଣ୍ଟି କାଟି ହତ୍ୟା କରାଯାଇଛି। ତାଙ୍କ ନାଁ ଶରତ ବାରିକ। ଶରତଙ୍କ ତଣ୍ଟିରେ ଗଭୀର କ୍ଷତ ଚିହ୍ନ ରହିଛି।</p> <p>&lt;a href=&quot;&quot;&gt;(image) &lt;/a&gt;କେଉଁ କାରଣ ଯୋଗୁଁ ଶରତଙ୍କୁ ହତ୍ୟା କରାଯାଇଛି ତାହା ସ୍ପଷ୍ଟ ହୋଇନାହିଁ।&nbsp; ଘଟଣାସ୍ଥଳକୁ ଯାଇ ପୋଲିସ ତଦନ୍ତ ଆରମ୍ଭ କରିଛି।</p> <p>https://www.youtube.com/watch?v=t9hn1OWlqA8</p>

Related story