ଚିଙ୍ଗୁଡି ଘେରି ଲିଜ୍‌ ନେବେ ବୋଲି, ବୋମା ପକାଇଲେ, ହାଣିଦେଲେ

<p>ପୁରୀ(ଓଡିଶା ରିପୋର୍ଟର): ବ୍ରହ୍ମଗିରିରେ ଚିଲିକା ଚିଙ୍ଗୁଡ଼ି ଘେରି ଲିଜ୍&zwnj;କୁ ନେଇ ୨ ଗାଁ ମୁହାଁମୁହିଁ ହୋଇଛନ୍ତି । କୃଷ୍ଣପ୍ରସାଦ ଥାନା ଅଲଣ୍ଡାପାଟଣା ଓ ଯମୁନା ଗ୍ରାମବାସୀ ମଧ୍ୟରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବାରୁ ବୋମା ଓ ଟେକାପଥର ମାଡ଼ ହୋଇଛି। ଏହାସହ ଖଣ୍ଡା, କାତିରେ ପରସ୍ପରକୁ ଆକ୍ରମଣ ମଧ୍ୟ କରିଛନ୍ତି ୨ ଗ୍ରାମବାସୀ । &nbsp;ଫଳରେ ଉଭୟ ପକ୍ଷରୁ ୧୦ ଜଣ ଆହତ ହୋଇଛନ୍ତି।&nbsp; ଚିକିତ୍ସା ନିମନ୍ତେ ଆହତମାନଙ୍କୁ ବ୍ରହ୍ମପୁର ମେଡିକାଲରେ ଭର୍ତ୍ତି କରାଯାଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରୀ ରଖିଛି ।</p>

Ordigital Desk
  • Published: Sunday, 14 January 2018
  • Updated: 14 January 2018, 04:39 PM IST

Sports

Latest News

<p>ପୁରୀ(ଓଡିଶା ରିପୋର୍ଟର): ବ୍ରହ୍ମଗିରିରେ ଚିଲିକା ଚିଙ୍ଗୁଡ଼ି ଘେରି ଲିଜ୍&zwnj;କୁ ନେଇ ୨ ଗାଁ ମୁହାଁମୁହିଁ ହୋଇଛନ୍ତି । କୃଷ୍ଣପ୍ରସାଦ ଥାନା ଅଲଣ୍ଡାପାଟଣା ଓ ଯମୁନା ଗ୍ରାମବାସୀ ମଧ୍ୟରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବାରୁ ବୋମା ଓ ଟେକାପଥର ମାଡ଼ ହୋଇଛି। ଏହାସହ ଖଣ୍ଡା, କାତିରେ ପରସ୍ପରକୁ ଆକ୍ରମଣ ମଧ୍ୟ କରିଛନ୍ତି ୨ ଗ୍ରାମବାସୀ । &nbsp;ଫଳରେ ଉଭୟ ପକ୍ଷରୁ ୧୦ ଜଣ ଆହତ ହୋଇଛନ୍ତି।&nbsp; ଚିକିତ୍ସା ନିମନ୍ତେ ଆହତମାନଙ୍କୁ ବ୍ରହ୍ମପୁର ମେଡିକାଲରେ ଭର୍ତ୍ତି କରାଯାଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରୀ ରଖିଛି ।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos