ଏଣିକି ଅନ୍‌ଲାଇନ୍‌ରେ ପୈଠ ହେବ ଭୂସମ୍ପତ୍ତି ଟିକସ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଏଣିକି ଅନ୍‌ଲାଇନ୍‌ରେ ପୈଠ କରିହେବ ଭୂସଂପତ୍ତି ଟିକସ। ୧୧୪ଟି ସହରାଞ୍ଚଳରେ ଭୂସଂପତ୍ତି ଟିକସ ପାଇଁ ଅନ୍‌ଲାଇନ୍‌ର ବ୍ୟବସ୍ଥା ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଲୋକସେବା ଭବନରେ ଏହି ବ୍ୟବସ୍ଥାର ଶୁଭାରମ୍ଭ କରିଛନ୍ତି। ଭୁବନେଶ୍ୱର ମହାନଗରରେ bhubaneswar.me ଓ ଅନ୍ୟ ସମସ୍ତ ସରହାରଞ୍ଚଳରେ ulbodisha.gov.inରେ ଟିକସ ଦିଆଯାଇପାରିବ। ସେହିପରି ଟିକସ ଆଦାୟକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ପାଇଁ ମ୍ୟୁନିସିପାଲ୍‌ ପ୍ରିମିୟର ଲିଗ୍ ଆରମ୍ଭ ହୋଇଛି। ପ୍ରିମିୟର ଲିଗରେ ରାଜ୍ୟର ୯ଟି ବୃହତ ସହରାଞ୍ଚଳକୁ ସାମିଲ […]

naveen-4-1

naveen-4-1

Manoranjan Sial
  • Published: Monday, 20 January 2020
  • Updated: 20 January 2020, 07:36 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଏଣିକି ଅନ୍‌ଲାଇନ୍‌ରେ ପୈଠ କରିହେବ ଭୂସଂପତ୍ତି ଟିକସ। ୧୧୪ଟି ସହରାଞ୍ଚଳରେ ଭୂସଂପତ୍ତି ଟିକସ ପାଇଁ ଅନ୍‌ଲାଇନ୍‌ର ବ୍ୟବସ୍ଥା ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଲୋକସେବା ଭବନରେ ଏହି ବ୍ୟବସ୍ଥାର ଶୁଭାରମ୍ଭ କରିଛନ୍ତି।

ଭୁବନେଶ୍ୱର ମହାନଗରରେ bhubaneswar.me ଓ ଅନ୍ୟ ସମସ୍ତ ସରହାରଞ୍ଚଳରେ ulbodisha.gov.inରେ ଟିକସ ଦିଆଯାଇପାରିବ। ସେହିପରି ଟିକସ ଆଦାୟକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ପାଇଁ ମ୍ୟୁନିସିପାଲ୍‌ ପ୍ରିମିୟର ଲିଗ୍ ଆରମ୍ଭ ହୋଇଛି। ପ୍ରିମିୟର ଲିଗରେ ରାଜ୍ୟର ୯ଟି ବୃହତ ସହରାଞ୍ଚଳକୁ ସାମିଲ କରାଯାଇଛି। ଯେଉଁଥିରେ ପ୍ରଥମଥର ପାଇଁ ଟିକସ ଅଧିକାରୀଙ୍କ ମଧ୍ୟରେ ପ୍ରତିଯୋଗିତା ହେବ ଓ ସର୍ବାଧିକ ଟିକସ ଆଦାୟ କାରୀଙ୍କୁ ପୁରସ୍କାର ପ୍ରଦାନ କରାଯିବାର ବ୍ୟବସ୍ଥା ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story