ବିଡିଓଙ୍କ ସସ୍‌ପେଣ୍ଡକୁ ବିରୋଧ

ବୌଦ୍ଧ (ଭାର୍ଜନ ପ୍ରଧାନ): ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗାଇଡ ଲାଇନ୍ ନ ମାନିବା ଅଭିଯୋଗରେ ଗତକାଲି ବୌଦ୍ଧ ଜିଲ୍ଲା ହରଭଙ୍ଗା ବିଡିଓ ରବୀନ୍ଦ୍ର ଶତପଥୀଙ୍କୁ ରାଜ୍ୟ ସରକାର ସସ୍‌ପେଣ୍ଡ କରିଥିଲେ । ହେଲେ ଏହା ପ୍ରତିବାଦରେ ବ୍ଲକ କର୍ମଚାରୀ କଲମ ଛାଡ଼ ଆନ୍ଦୋଳନ କରିଛନ୍ତି । ତୁରନ୍ତ ବିଡିଓଙ୍କ ବହିଷ୍କାର ନିଷ୍ପତ୍ତି ପ୍ରତ୍ୟାହାର ସହ ତାଙ୍କୁ ପୁନଃ ନିଯୁକ୍ତି ଦେବାକୁ କର୍ମଚାରୀ ଦାବି କରିଛନ୍ତି । ପ୍ରକଳ୍ପ ନିର୍ଦ୍ଦେଶକ କର୍ମଚାରୀଙ୍କୁ ବୁଝାସୁଝା କରିଥିଲେ ବି କୌଣସି ସୁଫଳ […]

boudh-1

boudh-1

Niharika Rout
  • Published: Wednesday, 04 December 2019
  • Updated: 04 December 2019, 08:06 AM IST

Sports

Latest News

ବୌଦ୍ଧ (ଭାର୍ଜନ ପ୍ରଧାନ): ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗାଇଡ ଲାଇନ୍ ନ ମାନିବା ଅଭିଯୋଗରେ ଗତକାଲି ବୌଦ୍ଧ ଜିଲ୍ଲା ହରଭଙ୍ଗା ବିଡିଓ ରବୀନ୍ଦ୍ର ଶତପଥୀଙ୍କୁ ରାଜ୍ୟ ସରକାର ସସ୍‌ପେଣ୍ଡ କରିଥିଲେ । ହେଲେ ଏହା ପ୍ରତିବାଦରେ ବ୍ଲକ କର୍ମଚାରୀ କଲମ ଛାଡ଼ ଆନ୍ଦୋଳନ କରିଛନ୍ତି । ତୁରନ୍ତ ବିଡିଓଙ୍କ ବହିଷ୍କାର ନିଷ୍ପତ୍ତି ପ୍ରତ୍ୟାହାର ସହ ତାଙ୍କୁ ପୁନଃ ନିଯୁକ୍ତି ଦେବାକୁ କର୍ମଚାରୀ ଦାବି କରିଛନ୍ତି । ପ୍ରକଳ୍ପ ନିର୍ଦ୍ଦେଶକ କର୍ମଚାରୀଙ୍କୁ ବୁଝାସୁଝା କରିଥିଲେ ବି କୌଣସି ସୁଫଳ ମିଳିନି । ନିଜ ଜିଦରେ ଅଟଳ ରହିଛନ୍ତି କର୍ମଚାରୀ । ଫଳରେ ବ୍ଲକରେ ସମସ୍ତ କାର୍ଯ୍ୟ ଠପ୍ ହୋଇପଡିଛି।

ଏହି ବହିଷ୍କାରକୁ ବିରୋଧ କରି ସ୍ଥାନୀୟ କିଛି ଲୋକ ଗତକାଲି ୫୭ ନମ୍ବର ଜାତୀୟ ରାଜପଥ ଅବରୋଧ କରିଛନ୍ତି। ଏଥିଯୋଗୁ ବୌଦ୍ଧରୁ ଖୋର୍ଦ୍ଧା ଏବଂ ଫୁଲବାଣୀ ଯାତାୟାତ ବନ୍ଦ ରହିଛି। ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ରାସ୍ତାରୋକ ଚାଲୁ ରହିବ ବୋଲି ଆନ୍ଦୋଳନକାରୀ ଚେତାବନୀ ଦେଇଛନ୍ତି। ଉଦ୍ଦେଶ୍ୟ ରଖି ବିଡିଓଙ୍କୁ ସସ୍‌ପେଣ୍ଡ କରାଯାଇଥିବା ସେମାନେ ଅଭିଯୋଗ କରିଛନ୍ତି । ବୌଦ୍ଧ ଏଡିଏମ ସୂର୍ଯ୍ୟନାରାୟଣ ଦାଶ ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରିବାକୁ ଉଦ୍ୟମ କରୁଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story