କେନ୍ଦ୍ରାପଡ଼ା ସାଂସଦଙ୍କ ଦୁର୍ବ୍ୟବହାରକୁ ରାଜ୍ୟବ୍ୟାପୀ ନିନ୍ଦା, ଆନ୍ଦୋଳନ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର):କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି ଓଟିଭି ସାମ୍ବାଦିକ ମନୋଜ ସ୍ୱାଇଁଙ୍କୁ ଦୁର୍ବ୍ୟବହାର କରିଥିବା ଘଟଣାରେ ବଢୁଛି ପ୍ରତିବାଦର ସ୍ୱର। ରାଜ୍ୟବ୍ୟାପୀ ସାମ୍ବାଦିକଙ୍କ ସହ ବିଭିନ୍ନ ସଂଗଠନ ଏହାର ପ୍ରତିବାଦ କରିଛନ୍ତି । ଅନୁଭବଙ୍କ ଔଦ୍ଧତ୍ୟ ପ୍ରତିବାଦରେ ଭୁବନେଶ୍ୱରରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଗଣମାଧମ ପ୍ରତିନିଧି । ଭୁବନେଶ୍ୱର ଜୟଦେବ ଭବନ ଆଗରେ ସାମ୍ବାଦିକମାନେ ସାଂସଦଙ୍କ ଦୁର୍ବ୍ୟବହାରର ପ୍ରତିବାଦ କରିଛନ୍ତି । ସେପଟେ ମୟୂରଭଞ୍ଜ ଜିଲ୍ଲା  ଉଦଳାରେ ୟୁନିକ୍ ପ୍ରେସ୍‌ କ୍ଲବ ଏବଂ କପ୍ତିପଦା ଉପଖଣ୍ଡ ସାମ୍ବାଦିକ […]

baripada-1-1

baripada-1-1

Niharika Rout
  • Published: Thursday, 07 November 2019
  • Updated: 07 November 2019, 02:17 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର):କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି ଓଟିଭି ସାମ୍ବାଦିକ ମନୋଜ ସ୍ୱାଇଁଙ୍କୁ ଦୁର୍ବ୍ୟବହାର କରିଥିବା ଘଟଣାରେ ବଢୁଛି ପ୍ରତିବାଦର ସ୍ୱର। ରାଜ୍ୟବ୍ୟାପୀ ସାମ୍ବାଦିକଙ୍କ ସହ ବିଭିନ୍ନ ସଂଗଠନ ଏହାର ପ୍ରତିବାଦ କରିଛନ୍ତି । ଅନୁଭବଙ୍କ ଔଦ୍ଧତ୍ୟ ପ୍ରତିବାଦରେ ଭୁବନେଶ୍ୱରରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଗଣମାଧମ ପ୍ରତିନିଧି । ଭୁବନେଶ୍ୱର ଜୟଦେବ ଭବନ ଆଗରେ ସାମ୍ବାଦିକମାନେ ସାଂସଦଙ୍କ ଦୁର୍ବ୍ୟବହାରର ପ୍ରତିବାଦ କରିଛନ୍ତି ।

ସେପଟେ ମୟୂରଭଞ୍ଜ ଜିଲ୍ଲା  ଉଦଳାରେ ୟୁନିକ୍ ପ୍ରେସ୍‌ କ୍ଲବ ଏବଂ କପ୍ତିପଦା ଉପଖଣ୍ଡ ସାମ୍ବାଦିକ ପରିବାର ପକ୍ଷରୁ ଏହାର ପ୍ରତିବାଦ କରାଯାଇଛି । ସାଂସଦଙ୍କ ଦୁର୍ବ୍ୟବହାର ଘଟଣାକୁ ତୀବ୍ର ନିନ୍ଦା କରିଛି ୟୁନିକ୍ ପ୍ରେସକ୍ଲବ ଏବଂ ଉପଖଣ୍ଡ ସାମ୍ବାଦିକ ପରିବାର । ସାଂସଦଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବି ପତ୍ର ସହକାରୀ ଉପଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି ।

.କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସାଂସଦ ଦୁର୍ବ୍ୟବହାର କରିଥିବା ନେଇ ଗତକାଲି ଥାନାରେ ଏତଲା ଦେଇଥିଲେ ମନୋଜ । ସର୍ବସମ୍ମୁଖରେ ସାଂସଦ ତାଙ୍କୁ ଅପମାନିତ କରିଥିବା ବେଳେ ଘଟଣା ପରେ ଅନୁଭବ ଓ ତାଙ୍କ ଗୁଣ୍ଡା ସମର୍ଥକ ଧମକ ଦେଇଥିବା ବି ଥାନାରେ ଅଭିଯୋଗ କରିଛନ୍ତି ମନୋଜ। ଖାଲି ଏତିକି ନୁହେଁ ଅନୁଭବଙ୍କ ବିରୋଧରେ ଖବର ପରିବେଷଣ କଲେ ଜୀବନରୁ ମାରିଦେବାକୁ ଧମକ ମିଳୁଥିବା  ଜଣାଇଛନ୍ତି ।  ଏପରି କରିବା ଦ୍ୱାରା ତାଙ୍କୁ ମାନସିକ ଆଘାତ ଲାଗିବା ସହ ସମ୍ମାନହାନୀ ମଧ୍ୟ ହେଉଛି। ଦୋଷୀଙ୍କ  ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ସହ ତାଙ୍କୁ ସୁରକ୍ଷା ଯୋଗାଇବାକୁ ମନୋଜ ଲିଖିତ ଅଭିଯୋଗରେ ଜଣାଇଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story