ଅଧାରେ ଅଟକିଲା ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ପ୍ରସିଦ୍ଧ ରୁକୁଣା ରଥ ଆଜି ଅଧା ବାଟରେ ଅଟକି ରହିଛି । ସୂର୍ଯ୍ୟାସ୍ତ ହୋଇଯିବାରୁ ଆସନ୍ତାକାଲି ପୁଣିଥରେ ରଥ ଟଣା ହୋଇ ମାଉସୀ ମା’ ମନ୍ଦିରକୁ ଅଣାଯିବ ବୋଲି ଜଣାପଡ଼ିଛି। ମିଳିଥିବା ସୂଚନା ଅନୁସାରେ, ପବିତ୍ର ଅଶୋକାଷ୍ଟମୀରେ ରୁକୁଣା ରଥକୁ ଲିଙ୍ଗରାଜ ମନ୍ଦିରରୁ ମାଉସୀମା ପର୍ଯ୍ୟନ୍ତ ପ୍ରାୟ ୨କିମି ବାଟ ଭକ୍ତମାନେ ଟାଣି ଟାଣି ନେଇଥାନ୍ତି । ରୁକୁଣା ରଥ ଆଜି ଦିନ ସାଢ଼େ ୩ଟାରେ ମାଉସୀମା’ ମନ୍ଦିର ଅଭିମୁଖେ ଟଣା […]

Rukuna Rath

Rukuna Rath

Ordigital Desk
  • Published: Saturday, 09 April 2022
  • Updated: 09 April 2022, 10:14 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ପ୍ରସିଦ୍ଧ ରୁକୁଣା ରଥ ଆଜି ଅଧା ବାଟରେ ଅଟକି ରହିଛି । ସୂର୍ଯ୍ୟାସ୍ତ ହୋଇଯିବାରୁ ଆସନ୍ତାକାଲି ପୁଣିଥରେ ରଥ ଟଣା ହୋଇ ମାଉସୀ ମା’ ମନ୍ଦିରକୁ ଅଣାଯିବ ବୋଲି ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁସାରେ, ପବିତ୍ର ଅଶୋକାଷ୍ଟମୀରେ ରୁକୁଣା ରଥକୁ ଲିଙ୍ଗରାଜ ମନ୍ଦିରରୁ ମାଉସୀମା ପର୍ଯ୍ୟନ୍ତ ପ୍ରାୟ ୨କିମି ବାଟ ଭକ୍ତମାନେ ଟାଣି ଟାଣି ନେଇଥାନ୍ତି । ରୁକୁଣା ରଥ ଆଜି ଦିନ ସାଢ଼େ ୩ଟାରେ ମାଉସୀମା’ ମନ୍ଦିର ଅଭିମୁଖେ ଟଣା ଆରମ୍ଭ ହେବାର କାର୍ଯ୍ୟକ୍ରମ ରହିଥିଲା । କିନ୍ତୁ ପ୍ରାୟ ଅଧ ଘଣ୍ଟା ବିଳମ୍ବରେ ରଥ ଟଣା ଆରମ୍ଭ ହୋଇଥିଲା। ହଜାର ହଜାର ଶ୍ରଦ୍ଧାଳୁଙ୍କ ଉପସ୍ଥିତିରେ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥ ଟଣା ହୋଇଥିଲା। ତେବେ ତିନିମୁଣ୍ଡିଆ ଛକ ନିକଟରେ ସୂର୍ଯ୍ୟାସ୍ତ ହୋଇଯିବାରୁ ପରମ୍ପରା ଅନୁସାରେ ରଥଟଣା ସ୍ଥଗିତ ରହିଥିଲା । ଆସନ୍ତାକାଲି ଏହି ରଥ ପୁଣିଥରେ ଟଣା ଯାଇ ମାଉସୀମା’ ଛକକୁ ନିଆଯିବ। ଆଉ ମହାପ୍ରଭୁ ମାଉସୀ ମା’ ମନ୍ଦିରରେ ପ୍ରାୟ ୪ଦିନ ରହିବା ପରେ ଏପ୍ରିଲ ୧୩ତାରିଖରେ ପୁଣିଥରେ ଲିଙ୍ଗରାଜ ମନ୍ଦିରକୁ ଫେରିବାର କାର୍ଯ୍ୟକ୍ରମ ରହିଛି।

ସୂଚନାଯୋଗ୍ୟ, କରୋନା କଟକଣା ଯୋଗୁ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥ ଟଣା କାର୍ଯ୍ୟକ୍ରମରେ ଭକ୍ତମାନଙ୍କ ସାମିଲ ଉପରେ ଗତ ୨ବର୍ଷ ଧରି କଟକଣା ରହିଥିଲା। ୨୦୨୦ ମସିହାରେ କରୋନା ଶଟଡାଉନ୍ ଯୋଗୁ ରଥଟଣା ମଧ୍ୟ ସମ୍ଭବପର ହୋଇପାରିନଥିଲା। ଗତବର୍ଷ କେବଳ ସେବାୟତମାନେ ଏହି ରଥ ଟାଣିଥିଲେ । ଚଳିତଥର ଭକ୍ତମାନେ ବହୁଳ ଭାବେ ଏହି ରଥ ଟଣା କାର୍ଯ୍ୟକ୍ରମରେ ନିଜକୁ ସାମିଲ କରିଥିବା ଦେଖିବାକୁ ମିଳିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story