ଆସନ୍ତାକାଲିଠୁ ରାଜ୍ୟରେ ପଲ୍ସ ପୋଲିଓ ଅଭିଯାନ

ଭୁବନେଶ୍ୱର: ଆସନ୍ତାକାଲିଠାରୁ ରାଜ୍ୟର ସମସ୍ତ ୩୦ଟି ଜିଲ୍ଲାରେ ପଲ୍ସ ପୋଲିଓ ଅଭିଯାନ ଆରମ୍ଭ ହେବ। ୨ଟି ପର୍ଯ୍ୟାୟରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ପ୍ରଥମ ପର୍ଯ୍ୟାୟରେ ଜାନୁଆରୀ ୨୯ରୁ ୩୧ ତାରିଖ ପର୍ଯ୍ୟନ୍ତ ଏହି ଅଭିଯାନ ଚାଲିବ। ଦ୍ୱିତୀୟ ପର୍ଯ୍ୟାୟ ଅଭିଯାନ ଏପ୍ରିଲ୍ ୨ରୁ ୪ ତାରିଖ ପର୍ଯ୍ୟନ୍ତ ହେବ। ଏହି ଅଭିଯାନରେ   ଜନ୍ମରୁ ୫ ବର୍ଷ ବୟସ ପର୍ଯ୍ୟନ୍ତ ୪୪.୫ ଲକ୍ଷ ପିଲାଙ୍କୁ ପୋଲିଓ ବୁନ୍ଦା ଦେବାକୁ ଲକ୍ଷ୍ୟ ରଖାଯାଇଛି।

poilio1

Rakesh Mallick
  • Published: Saturday, 28 January 2017
  • , Updated: 29 January 2017, 09:05 AM IST

Related story