ପୁରୀ: ଆଜି ସ୍ୱାମୀ ଚିଦାନନ୍ଦଙ୍କ ଶତବାର୍ଷିକୀ ମହୋତ୍ସବର ଉଦଯାପନ

ପୁରୀ: ଶ୍ରୀକ୍ଷେତ୍ର ପୁରୀରେ ଚାଲିଥିବା ସ୍ୱାମୀ ଚିଦାନନ୍ଦ ସରସ୍ୱତୀଙ୍କ ଜନ୍ମ ଶତବାର୍ଷିକୀ ମହୋତ୍ସବର ଆଜି ହେଉଛି ଉଦଯାପନୀ ଦିବସ। ଶନିବାର ମହୋତ୍ସବର ଦ୍ୱିତୀୟ ଦିନରେ ବାବା ରାମଦେବଙ୍କ ବିଶାଳ ଯୋଗ ଶିବିର ଥିଲା ମୁଖ୍ୟ ଆକର୍ଷଣ। ଦିନ ତମାମ ବିଭିନ୍ନ ଆଧ୍ୟାତ୍ମିକ ଆଲୋଚନା ସହ ସଂଧ୍ୟାରେ ସଦଭାବନା ସମାବେଶ ଅନୁଷ୍ଠିତ ହୋଇଥିଲା। ଆଜି ମଧ୍ୟ ଚାଲିଛି ବିଭିନ୍ନ କାର୍ଯ୍ୟକ୍ରମ। ପୁରୀ ଶରଧାବାଲିରେ ଯୋଗଗୁରୁ ବାବା ରାମଦେବ କପାଳଭାତି, ପ୍ରାଣାୟାମ, ଅନୁଲୋମ ବିଲୋମଠୁ ନେଇ ବିଭିନ୍ନ ଯୋଗମୁଦ୍ରା ସଂପର୍କରେ […]

puri

puri

Rakesh Mallick
  • Published: Sunday, 27 September 2015
  • Updated: 27 September 2015, 12:06 PM IST

Sports

Latest News

puriପୁରୀ: ଶ୍ରୀକ୍ଷେତ୍ର ପୁରୀରେ ଚାଲିଥିବା ସ୍ୱାମୀ ଚିଦାନନ୍ଦ ସରସ୍ୱତୀଙ୍କ ଜନ୍ମ ଶତବାର୍ଷିକୀ ମହୋତ୍ସବର ଆଜି ହେଉଛି ଉଦଯାପନୀ ଦିବସ। ଶନିବାର ମହୋତ୍ସବର ଦ୍ୱିତୀୟ ଦିନରେ ବାବା ରାମଦେବଙ୍କ ବିଶାଳ ଯୋଗ ଶିବିର ଥିଲା ମୁଖ୍ୟ ଆକର୍ଷଣ। ଦିନ ତମାମ ବିଭିନ୍ନ ଆଧ୍ୟାତ୍ମିକ ଆଲୋଚନା ସହ ସଂଧ୍ୟାରେ ସଦଭାବନା ସମାବେଶ ଅନୁଷ୍ଠିତ ହୋଇଥିଲା। ଆଜି ମଧ୍ୟ ଚାଲିଛି ବିଭିନ୍ନ କାର୍ଯ୍ୟକ୍ରମ। ପୁରୀ ଶରଧାବାଲିରେ ଯୋଗଗୁରୁ ବାବା ରାମଦେବ କପାଳଭାତି, ପ୍ରାଣାୟାମ, ଅନୁଲୋମ ବିଲୋମଠୁ ନେଇ ବିଭିନ୍ନ ଯୋଗମୁଦ୍ରା ସଂପର୍କରେ ପ୍ରଶିକ୍ଷଣ  ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story