ପୁରୀ ବେଳାଭୂମିରୁ ୨ ନକଲି ପୋଲିସ ଗିରଫ

ପୁରୀ: ପୁରୀ ବେଳାଭୁମିରୁ ୨ ଜଣ ନକଲି ପୋଲିସଙ୍କୁ ଗିରଫ କରାଯାଇଛି । ବେଳାଭୂମିରେ ଗାଡି ପାର୍କିଂ କରୁଥିବା ପର୍ଯ୍ୟଟକଙ୍କଠାରୁ ଟଙ୍କ। ଆଦାୟ କରୁଥିବାବେଳେ ସେମାନଙ୍କୁ ସି-ବିଚ୍ ପୋଲିସ ଗିରଫ କରିଛି। ସେମାନଙ୍କ ମଧ୍ୟରେ ଜଣେ ମହିଳା ଓ ଜଣେ ଯୁବକ ଅଛନ୍ତି। ମହିଳ ଜଣଙ୍କ ଅସ୍ତରଙ୍ଗ ବ୍ଲକର ଅପରାଜିତା ବେହେରା ଏବଂ ଅନ୍ୟ ଜଣେ ବ୍ରହ୍ମଗରି ଅଞ୍ଚଳର ବାବୁନା ବେହେରା ବୋଲି ଜଣାପଡିଛି। ଏମାନଙ୍କର ଏକ ଗ୍ୟାଙ୍ଗ ରହିଥିବା ପୋଲିସ ସୁରାକ ପାଇଛି। ଏବେ ବି […]

puri

puri

Rakesh Mallick
  • Published: Wednesday, 19 August 2015
  • Updated: 19 August 2015, 12:09 PM IST

Sports

Latest News

ପୁରୀ: ପୁରୀ ବେଳାଭୁମିରୁ ୨ ଜଣ ନକଲି ପୋଲିସଙ୍କୁ ଗିରଫ କରାଯାଇଛି । ବେଳାଭୂମିରେ ଗାଡି ପାର୍କିଂ କରୁଥିବା ପର୍ଯ୍ୟଟକଙ୍କଠାରୁ ଟଙ୍କ। ଆଦାୟ କରୁଥିବାବେଳେ ସେମାନଙ୍କୁ ସି-ବିଚ୍ ପୋଲିସ ଗିରଫ କରିଛି। ସେମାନଙ୍କ ମଧ୍ୟରେ ଜଣେ ମହିଳା ଓ ଜଣେ ଯୁବକ ଅଛନ୍ତି। ମହିଳ ଜଣଙ୍କ ଅସ୍ତରଙ୍ଗ ବ୍ଲକର ଅପରାଜିତା ବେହେରା ଏବଂ ଅନ୍ୟ ଜଣେ ବ୍ରହ୍ମଗରି ଅଞ୍ଚଳର ବାବୁନା ବେହେରା ବୋଲି ଜଣାପଡିଛି। ଏମାନଙ୍କର ଏକ ଗ୍ୟାଙ୍ଗ ରହିଥିବା ପୋଲିସ ସୁରାକ ପାଇଛି। ଏବେ ବି ଏହି ଘଟଣାର ମାଷ୍ଟରମାଇଣ୍ଡକୁ ଧରିବା ପାଇଁ ଉଦ୍ୟମ ଜାରି ରହିଛି ବୋଲି କହିଛନ୍ତି ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story