ପୁରୀ: ଦେବୀ ସୁଭଦ୍ରାଙ୍କ ଦେବଦଳନ ରଥ ଭଙ୍ଗାକାର୍ଯ୍ୟ ଆରମ୍ଭ

ପୁରୀ: ପରମ୍ପରା ମୁତାବକ ସିଂହଦ୍ୱାର ସମ୍ମୁଖରେ ଦଣ୍ଡାୟମାନ ଥିବା ଦେବୀ ସୁଭଦ୍ରାଙ୍କ ଦେବଦଳନ ରଥ ଭଙ୍ଗା କାର୍ଯ୍ୟ ଆରମ୍ଭ କରାଯାଇଛି। ଭୋଇ ସେବାୟତ ମାନେ ରଥ ଉପର ଅଂଶରେ ଥିବା କଳସ, ଓଲଟଶୁଆ ଆଦିକୁ ସୁରକ୍ଷିତ ଭାବେ କାଢିବା ପରେ ପର୍ଯ୍ୟାୟ କ୍ରମରେ ରଥ ଅଂଶକୁ ଭଙ୍ଗା ଯାଉଛି।  ବିଶେଷ କରି ରଥର ଚକ, ଗୁଜ ଓ ପ୍ରଭାକୁ ସୁରକ୍ଷିତ ରଖାଯିବ। ପ୍ରଥମେ ଦେବଦଳନ ରଥ ପରେ ତାଳଧ୍ୱଜ ରଥ ଶେଷରେ ନନ୍ଦିଘୋଷ ରଥର ଭଙ୍ଗାକାର୍ଯ୍ୟ କରାଯିବ।

ratha

ratha

Rakesh Mallick
  • Published: Saturday, 08 August 2015
  • Updated: 08 August 2015, 12:35 PM IST

Sports

Latest News

[caption id="attachment_18016" align="aligncenter" width="608"]ratha (ତିନି ରଥର ଫାଇଲ ଫଟୋ)[/caption]

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story