ପୁରୀ: ଜଗମୋହନ ମରାମତି ପାଇଁ ଶ୍ରୀବିଗ୍ରହଙ୍କୁ ସ୍ଥାନାନ୍ତର କରାଯିବ ନାହିଁ

ପୁରୀ: ଶ୍ରୀମନ୍ଦିର ଜଗମୋହନ ମରାମତି ପାଇଁ ଶ୍ରୀବିଗ୍ରହଙ୍କୁ ସ୍ଥାନାନ୍ତର କରାଯିବ ନାହିଁ। ଆଜି ସଚ୍ଚିବାଳୟରେ ଅନୁଷ୍ଠିତ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏହି ନିଷ୍ପତି ନିଆଯାଇଛି। ଡିସେମ୍ୱର ପ୍ରଥମ ସପ୍ତାହରୁ ଜଗମୋହନର ସ୍ଥାୟୀ ମରାମତି କାମ ଆରମ୍ଭ ହେବ। ମରାମତି କାମ ସାରିବାକୁ ୬ମାସ ସମୟ ଲାଗିବ। ଏ ସମ୍ପର୍କରେ ଆଲୋଚନା ପାଇଁ ଅକ୍ଟୋବର ଦ୍ୱିତୀୟ ସପ୍ତାହରେ ଏଏସ୍ଆଇ ଡିଜିଙ୍କୁ ମୁଖ୍ୟ ପ୍ରଶାସକ, ପୂର୍ତ୍ତ ସଚିବ ଓ ଏଏସ୍ଆଇ ଅଧିକାରୀ ଭେଟିବେ। ଆଜିର ବୈଠକ ପରେ ଏ ସମ୍ପର୍କରେ ଆଇନ […]

puri

puri

Rakesh Mallick
  • Published: Tuesday, 06 October 2015
  • Updated: 06 October 2015, 03:11 PM IST

Sports

Latest News

ପୁରୀ: ଶ୍ରୀମନ୍ଦିର ଜଗମୋହନ ମରାମତି ପାଇଁ ଶ୍ରୀବିଗ୍ରହଙ୍କୁ ସ୍ଥାନାନ୍ତର କରାଯିବ ନାହିଁ। ଆଜି ସଚ୍ଚିବାଳୟରେ ଅନୁଷ୍ଠିତ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏହି ନିଷ୍ପତି ନିଆଯାଇଛି। ଡିସେମ୍ୱର ପ୍ରଥମ ସପ୍ତାହରୁ ଜଗମୋହନର ସ୍ଥାୟୀ ମରାମତି କାମ ଆରମ୍ଭ ହେବ। ମରାମତି କାମ ସାରିବାକୁ ୬ମାସ ସମୟ ଲାଗିବ। ଏ ସମ୍ପର୍କରେ ଆଲୋଚନା ପାଇଁ ଅକ୍ଟୋବର ଦ୍ୱିତୀୟ ସପ୍ତାହରେ ଏଏସ୍ଆଇ ଡିଜିଙ୍କୁ ମୁଖ୍ୟ ପ୍ରଶାସକ, ପୂର୍ତ୍ତ ସଚିବ ଓ ଏଏସ୍ଆଇ ଅଧିକାରୀ ଭେଟିବେ। ଆଜିର ବୈଠକ ପରେ ଏ ସମ୍ପର୍କରେ ଆଇନ ମନ୍ତ୍ରୀ ଅରୁଣ ସାହୁ ସୂଚନା ଦେଇଛନ୍ତି। ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ ଏଏସଆଇ କର୍ତ୍ତୃପକ୍ଷ ଓ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଉପସ୍ଥିତ ରହିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story