ବଦଳିଲେ ଶ୍ରୀମନ୍ଦିର ନୀତି ପ୍ରଶାସକ

ପୁରୀ (ଓଡ଼ିଶା ରିପୋର୍ଟର): ବଦଳିଛନ୍ତି ଶ୍ରୀମନ୍ଦିର ନୀତି ପ୍ରଶାସକ। ନୂଆ ନୀତି ପ୍ରଶାସକ ଭାବେ ଯୋଗ ଦେଇଛନ୍ତି ବିଶ୍ୱଜିତ ବିଶ୍ୱାଳ। ସେବାୟତଙ୍କ ସହ ସମନ୍ୱୟ ରକ୍ଷା କରି କିଭଳି ବିଭିନ୍ନ ସମସ୍ୟାର ସମାଧାନ କରାଯାଇପାରିବ, ତା’ଉପରେ ଗୁରୁତ୍ୱ ଦିଆଯିବ ବୋଲି ସେ ଦାୟିତ୍ୱ ଗ୍ରହଣ ପରେ କହିଛନ୍ତି। ତେବେ ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି ବିଦାୟୀ ନୀତି ପ୍ରଶାସକ ପ୍ରଦୀପ ଦାଶ। ସେ କହିଛନ୍ତି, ଚାବି ହଜିବା ପ୍ରସଙ୍ଗରେ କିଛି ରହସ୍ୟ ନାହିଁ। […]

jagannath

jagannath

Manoranjan Sial
  • Published: Monday, 03 December 2018
  • Updated: 03 December 2018, 06:01 PM IST

Sports

Latest News

ପୁରୀ (ଓଡ଼ିଶା ରିପୋର୍ଟର): ବଦଳିଛନ୍ତି ଶ୍ରୀମନ୍ଦିର ନୀତି ପ୍ରଶାସକ। ନୂଆ ନୀତି ପ୍ରଶାସକ ଭାବେ ଯୋଗ ଦେଇଛନ୍ତି ବିଶ୍ୱଜିତ ବିଶ୍ୱାଳ। ସେବାୟତଙ୍କ ସହ ସମନ୍ୱୟ ରକ୍ଷା କରି କିଭଳି ବିଭିନ୍ନ ସମସ୍ୟାର ସମାଧାନ କରାଯାଇପାରିବ, ତା’ଉପରେ ଗୁରୁତ୍ୱ ଦିଆଯିବ ବୋଲି ସେ ଦାୟିତ୍ୱ ଗ୍ରହଣ ପରେ କହିଛନ୍ତି।

ତେବେ ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି ବିଦାୟୀ ନୀତି ପ୍ରଶାସକ ପ୍ରଦୀପ ଦାଶ। ସେ କହିଛନ୍ତି, ଚାବି ହଜିବା ପ୍ରସଙ୍ଗରେ କିଛି ରହସ୍ୟ ନାହିଁ। ଶ୍ରୀମନ୍ଦିର ଦାୟିତ୍ୱ ହସ୍ତାନ୍ତର ପରେ ଚାବିକାଠି ମିଳିନଥିଲା। ସେତେବେଳେ ଜିଲ୍ଲାପାଳ ଦାୟିତ୍ୱରେ ଥିଲେ।

ଶ୍ରୀମନ୍ଦିର ଆଇନ ଅନୁସାରେ, ଚାବିକାଠି ଟ୍ରେଜେରୀରେ ରହିବା କଥା। କିନ୍ତୁ ଟ୍ରେଜେରୀରେ ନଥିଲା। ସେହିପରି ନବକଳେବର ବ୍ରହ୍ମ ବିଭ୍ରାଟ ପ୍ରସଙ୍ଗରେ ବିଦାୟୀ ନୀତି ପ୍ରଶାସକ କହିଛନ୍ତି, ବିଭ୍ରାଟ ନୁହେଁ, ଦଇତାପତିଙ୍କ ମଧ୍ୟରେ ମତଭେଦ ଯୋଗୁ ନୀତିରେ ବିଳମ୍ବ ହୋଇଥିଲା। ଏହି ଅବସରରେ ସେବାୟତମାନଙ୍କୁ କ୍ଲିନ୍ ଚିଟ୍ ଦେଇଛନ୍ତି ବିଦାୟୀ ନୀତି ପ୍ରଶାସକ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story