ପୁରୀ: ମହାପ୍ରସାଦରେ ମୂଷା

ପୁରୀ: ଶ୍ରୀଜଗନ୍ନାଥଙ୍କ ମହାପ୍ରସାଦରୁ ମୂଷା ବାହାରିବାକୁ ନେଇ ଭକ୍ତଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ସୋମବାର ରାତିରେ କିଛି ଭକ୍ତ ଶ୍ରୀମନ୍ଦିର ନିର୍ମାଲ୍ୟ ଖଳାରେ ମହାପ୍ରସାଦ ଭୋଜନ କରୁଥିଲେ। ସେତେବେଳେ ଜଣେ ଭକ୍ତଙ୍କ କଦଳୀ ପତ୍ରରୁ ମହାପ୍ରସାଦ ସହ ମୂଷାର ମୃତଦେହ ବାହାରିଥିଲା। ଶ୍ରୀମନ୍ଦିର ନିର୍ମାଲ୍ୟ ଖଳାରେ ପ୍ରତି ସଂକ୍ରାନ୍ତିରେ ମହାପ୍ରସାଦ ଭୋଜନ କରାଯାଏ। ତେବେ ପ୍ରଥମ ଥର ପାଇଁ ଅବଢ଼ାରୁ ମୂଷା ବାହାରିଥିବା ଦେଖିବାକୁ ମିଳିଥିଲା। କେଉଁ ପରିସ୍ଥିତିରେ ମହାପ୍ରସାଦରେ ମୂଷା ଆସିଲା ତାହାର ତଦନ୍ତ […]

puri

Rakesh Mallick
  • Published: Tuesday, 15 March 2016
  • , Updated: 15 March 2016, 04:59 AM IST

ପୁରୀ: ଶ୍ରୀଜଗନ୍ନାଥଙ୍କ ମହାପ୍ରସାଦରୁ ମୂଷା ବାହାରିବାକୁ ନେଇ ଭକ୍ତଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ସୋମବାର ରାତିରେ କିଛି ଭକ୍ତ ଶ୍ରୀମନ୍ଦିର ନିର୍ମାଲ୍ୟ ଖଳାରେ ମହାପ୍ରସାଦ ଭୋଜନ କରୁଥିଲେ। ସେତେବେଳେ ଜଣେ ଭକ୍ତଙ୍କ କଦଳୀ ପତ୍ରରୁ ମହାପ୍ରସାଦ ସହ ମୂଷାର ମୃତଦେହ ବାହାରିଥିଲା।

ଶ୍ରୀମନ୍ଦିର ନିର୍ମାଲ୍ୟ ଖଳାରେ ପ୍ରତି ସଂକ୍ରାନ୍ତିରେ ମହାପ୍ରସାଦ ଭୋଜନ କରାଯାଏ। ତେବେ ପ୍ରଥମ ଥର ପାଇଁ ଅବଢ଼ାରୁ ମୂଷା ବାହାରିଥିବା ଦେଖିବାକୁ ମିଳିଥିଲା। କେଉଁ ପରିସ୍ଥିତିରେ ମହାପ୍ରସାଦରେ ମୂଷା ଆସିଲା ତାହାର ତଦନ୍ତ କରାଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି।

Related story