ପୁରୀ: ମହିଳା ଭକ୍ତଙ୍କୁ ଶ୍ରୀମନ୍ଦିର ପୋଲିସର ଦୁର୍ବ୍ୟବହାର ଅଭିଯୋଗ

ପୁରୀ: ଶ୍ରୀମନ୍ଦିରରେ ଜଣେ ମହିଳା ଭକ୍ତଙ୍କୁ  ମଙ୍ଗଳବାର ଶ୍ରୀମନ୍ଦିର ପୋଲିସ ଦୁର୍ବ୍ୟବହାର  କରିଥିବା ଅଭିଯୋଗ ହୋଇଛି। ମହାପ୍ରଭୁଙ୍କ ମଙ୍ଗଳ ଆଳତି ସମୟରେ କିଛି ମହିଳା ଭକ୍ତ ବେହରଣ ଦ୍ୱାର ଦେଇ ମନ୍ଦିର ଭିତରକୁ ପ୍ରବେଶ କରିଥିଲେ। ଏହି ସମୟରେ ଜଣେ ମହିଳା ଭକ୍ତଙ୍କୁ ଶ୍ରୀମନ୍ଦିର ପୋଲିସ ଦୁର୍ବ୍ୟବହାର କରିଥିବା ଅଭିଯୋଗ ନେଇ ସେ ଶ୍ରୀମନ୍ଦିର ଥାନାରେ ଅଭିଯୋଗ କରିଛନ୍ତି। ଅନ୍ୟପଟେ ଦର୍ଶନ ବେଳେ ମହିଳା ଭକ୍ତମାନେ ପାଲଟା ପୋଲିସଙ୍କୁ ଦୁର୍ବ୍ୟବହାର କରିଥିବା ନେଇ ସନ୍ତୋଷ ଦାସ ନାମକ ଜଣେ […]

Puri

Puri

Rakesh Mallick
  • Published: Tuesday, 08 December 2015
  • Updated: 08 December 2015, 07:50 AM IST

Sports

Latest News

ପୁରୀ: ଶ୍ରୀମନ୍ଦିରରେ ଜଣେ ମହିଳା ଭକ୍ତଙ୍କୁ  ମଙ୍ଗଳବାର ଶ୍ରୀମନ୍ଦିର ପୋଲିସ ଦୁର୍ବ୍ୟବହାର  କରିଥିବା ଅଭିଯୋଗ ହୋଇଛି। ମହାପ୍ରଭୁଙ୍କ ମଙ୍ଗଳ ଆଳତି ସମୟରେ କିଛି ମହିଳା ଭକ୍ତ ବେହରଣ ଦ୍ୱାର ଦେଇ ମନ୍ଦିର ଭିତରକୁ ପ୍ରବେଶ କରିଥିଲେ। ଏହି ସମୟରେ ଜଣେ ମହିଳା ଭକ୍ତଙ୍କୁ ଶ୍ରୀମନ୍ଦିର ପୋଲିସ ଦୁର୍ବ୍ୟବହାର କରିଥିବା ଅଭିଯୋଗ ନେଇ ସେ ଶ୍ରୀମନ୍ଦିର ଥାନାରେ ଅଭିଯୋଗ କରିଛନ୍ତି। ଅନ୍ୟପଟେ ଦର୍ଶନ ବେଳେ ମହିଳା ଭକ୍ତମାନେ ପାଲଟା ପୋଲିସଙ୍କୁ ଦୁର୍ବ୍ୟବହାର କରିଥିବା ନେଇ ସନ୍ତୋଷ ଦାସ ନାମକ ଜଣେ ପୋଲିସ କର୍ମଚାରୀ ଅଭିଯୋଗ କରିଛନ୍ତି। ନିୟମ ଅନୁସାରେ ବିନା ଟିକଟରେ କୌଣସି ଭକ୍ତ ବେହରଣ ଦ୍ୱାର ଦେଇ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରିପାରିବ ନାହିଁ। ମହିଳା ଭକ୍ତ ଜଣଙ୍କ ବିନା ଟିକଟରେ ମନ୍ଦିର ଭିତରକୁ ପ୍ରବେଶ କରିଥିଲେ। ମହିଳା ଜଣଙ୍କୁ ରୋକାଯିବାରୁ ସେ ପାଲଟା ଦୁର୍ବ୍ୟବହାର କରିଥିଲା ବୋଲି ପୋଲିସ କର୍ମଚାରୀ ଜଣକ ଅଭିଯୋଗ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story