ପୁରୀ:ପୋଖରୀରେ ବୁଡି ୨ ଶିଶୁ ମୃତ,ଜଣେ ଆହତ

ପୁରୀ: ପୁରୀ ଚନ୍ଦନପୁର ଥାନା ବାଙ୍କଳ ଗାଁରେ ପୋଖରୀରେ ଗାଧୋଉଥିବା ବେଳେ ୨ ଜଣ ଶିଶୁଙ୍କ ମୃତ୍ୟୁ ଘଟିଛି। ଆହତ ହୋଇଥିବା ଶିଶୁକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ପୁରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। । ମୃତକ ଦୁଇ ଜଣ ହେଲେ ଗଣେଶ ବେହେରାଙ୍କ ପୁଅ ଆନନ୍ଦ ଓ ସୁମିନା। ଗଣେଶଙ୍କ ଭାଇ କବି ବେହେରାଙ୍କ ପୁଅ ଗୁରୁତର ଆହତ ହୋଇଛନ୍ତି। ତାଙ୍କର ଚିକିତ୍ସା କରାଯାଉଛି।

puri

Rakesh Mallick
  • Published: Saturday, 19 September 2015
  • , Updated: 19 September 2015, 10:04 AM IST

Related story