ଶ୍ରୀମନ୍ଦିର କାର୍ଯ୍ୟାଳୟରେ ରୁଦ୍ଧଦ୍ୱାର ବୈଠକ; ଜାଗା ଖାଲି କରିବାକୁ ଉଠା ଦୋକାନୀଙ୍କୁ ନିର୍ଦ୍ଦେଶ

ପୁରୀ(ଓଡ଼ିଶା ରିପୋର୍ଟର): ରାତି ପାହିଲେ ରଥ ଯାତ୍ରା। ରଥ ପ୍ରସ୍ତୁତ ଥିବା ବେଳେ ପଥ ବି ରଥାରୁଢ଼ ଶ୍ରୀଜୀଉଙ୍କ ଅପେକ୍ଷାରେ ରହିଛି। ଏପରି ସ୍ଥିତିରେ ସୁପ୍ରିମ କୋର୍ଟର ପୂର୍ବ ରାୟକୁ ନେଇ କୋଟି କୋଟି ଶ୍ରଦ୍ଧାଳୁଙ୍କ ମଧ୍ୟରେ କ୍ଷୋଭ ସୃଷ୍ଟି ହେବା ପରେ ଆଜି ଏହାର ପୁନଃଶୁଣାଣି ହେବାକୁ ଯାଉଛି। ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଏସ୍.ଏ ବୋବଡେଙ୍କ ନେତୃତ୍ୱାଧିନ ଖଣ୍ଡପୀଠ ଏହାର ଶୁଣାଣି କରିବେ।  ମୁଖ୍ୟ ବିଚାରପତି ନାଗପୁରସ୍ଥିତ ଘରୁ ଭିଡିଓ କନଫରେନସିଂରେ ଜରିଆରେ ରଥ ଯାତ୍ରା […]

ratha-2

ratha-2

Niharika Rout
  • Published: Monday, 22 June 2020
  • Updated: 22 June 2020, 01:20 PM IST

Sports

Latest News

ପୁରୀ(ଓଡ଼ିଶା ରିପୋର୍ଟର): ରାତି ପାହିଲେ ରଥ ଯାତ୍ରା। ରଥ ପ୍ରସ୍ତୁତ ଥିବା ବେଳେ ପଥ ବି ରଥାରୁଢ଼ ଶ୍ରୀଜୀଉଙ୍କ ଅପେକ୍ଷାରେ ରହିଛି। ଏପରି ସ୍ଥିତିରେ ସୁପ୍ରିମ କୋର୍ଟର ପୂର୍ବ ରାୟକୁ ନେଇ କୋଟି କୋଟି ଶ୍ରଦ୍ଧାଳୁଙ୍କ ମଧ୍ୟରେ କ୍ଷୋଭ ସୃଷ୍ଟି ହେବା ପରେ ଆଜି ଏହାର ପୁନଃଶୁଣାଣି ହେବାକୁ ଯାଉଛି।

ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଏସ୍.ଏ ବୋବଡେଙ୍କ ନେତୃତ୍ୱାଧିନ ଖଣ୍ଡପୀଠ ଏହାର ଶୁଣାଣି କରିବେ।  ମୁଖ୍ୟ ବିଚାରପତି ନାଗପୁରସ୍ଥିତ ଘରୁ ଭିଡିଓ କନଫରେନସିଂରେ ଜରିଆରେ ରଥ ଯାତ୍ରା ସମ୍ପର୍କୀତ ମାମଲାର ଶୁଣାଣି କରିବେ। ପୂର୍ବରୁ  ସୁପ୍ରିମକୋର୍ଟରେ ରଥ ଯାତ୍ରା ସପକ୍ଷରେ ଯୁକ୍ତି ନ ବାଢ଼ି ବିଭିନ୍ନ ମହଲରୁ ନିନ୍ଦିତ ହୋଇଥିବା ରାଜ୍ୟ ସରକାର ଏଥର କିନ୍ତୁ କେବଳ ପୁରୀରେ ବିନା ଭକ୍ତରେ ରଥଯାତ୍ରା କରିବାକୁ ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କରିଛନ୍ତି। କେନ୍ଦ୍ର ସରକାର ମଧ୍ୟ ଏହାକୁ ସମର୍ଥନ ଜଣାଇଛନ୍ତି।

ଅପରପକ୍ଷେ ରାଜ୍ୟ ସରକାରଙ୍କ ପକ୍ଷରୁ ପୁରୀରେ ଯୁଦ୍ଧକାଳୀନ ଭିତ୍ତିରେ ସବୁ କାମ ଆଗେଇ ଚାଲିଛି। ଗତକାଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସମେତ ଜିଲ୍ଲାପାଳ ଓ ଅନ୍ୟ ବରିଷ୍ଠ ଅଧିକାରୀ ରାତି ଅଧିଆ ରଥ ଖଳା ପରିଦର୍ଶନ କରିଥିବା ବେଳେ ଆଜି ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଚାଲିଛି ରୁଦ୍ଧଦ୍ୱାର ବୈଠକ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ଜିଲ୍ଲାପାଳଙ୍କ ମଧ୍ୟରେ ରଥ ଯାତ୍ରା ସମ୍ପର୍କରେ ବିଶେଷ ଆଲୋଚନା କରାଯାଉଥିବା ବେଳେ ପରିଚାଳନା କମିଟିର କିଛି ସଦସ୍ୟ ମଧ୍ୟ ଏହି ବୈଠକରେ ସାମିଲ ଥିବା ଜଣାଯାଇଛି।

ଅପରପକ୍ଷେ, ଶ୍ରୀମନ୍ଦିରରୁ ଗୁଣ୍ଡିଚା ମନ୍ଦିର ଯାଏଁ ଜାଗା ଖାଲି କରିବାକୁ ସବୁ ଉଠା ଦୋକାନୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ତୁରନ୍ତ ଜାଗା ଖାଲି କରିବାକୁ  ପୁରୀ ମ୍ୟୁନିସିପାଲଟି ପକ୍ଷରୁ ଘୋଷଣା କରାଯାଇଛି।

ଅନ୍ୟପକ୍ଷେ, ରଥ ଯାତ୍ରା ନେଇ ଗୃହ ମନ୍ତ୍ରୀ ଅମିତ ଶାହ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ସହ କଥା ହୋଇଥିବା ଜଣାଯାଇଛି। ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଅମିତ ଶାହ କଥା ହୋଇଥିବା ନେଇ ବିଜେପି ସଭାପତି ସମୀର ମହାନ୍ତି ସୂଚନା ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story