ସୁପ୍ରିମ୍‌କୋର୍ଟଙ୍କୁ ଇଚ୍ଛାମୃତ୍ୟୁ ମାଗିଲେ ଶ୍ରୀମନ୍ଦିରର ଜଣେ ସେବକ

ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): ପୁରୀ ଶ୍ରୀମନ୍ଦିରର ଜଣେ ସେବକ ଇଚ୍ଛାମୃତ୍ୟୁ ମାଗିଛନ୍ତି। ସେ ସୁପ୍ରିମକୋର୍ଟ କୋର୍ଟଙ୍କ ଠାରେ ଏହି ଇଚ୍ଛାମୃତ୍ୟୁ ଆବେଦନ କରିଛନ୍ତି। ତାଙ୍କ ନାଁ ନରସିଂହ ପୂଜାପଣ୍ଡା। ସୁପ୍ରିମକୋର୍ଟଙ୍କୁ ଦେଇଥିବା ପ୍ରାର୍ଥନା ପତ୍ରରେ ସେ ଏହି ଗୁହାରି କରିଛନ୍ତି। ନରସିଂହ କହିଛନ୍ତି,“ଇଚ୍ଛାମୃତ୍ୟୁ ପାଇଁ ମୁଁ ସୁପ୍ରିମକୋର୍ଟଙ୍କ ନିକଟରେ ଆବେଦନ କରିଛି। ଭକ୍ତଙ୍କ ଦାନଦକ୍ଷିଣାରେ ଆମେ ପରିବାର ପ୍ରତିପୋଷଣ କରୁଥିଲୁ। ତେବେ କୋର୍ଟ ଏହା ଉପରେ କଟକଣା ଲଗାଇବା ପରେ ମୋ ସଂସାର ଚଳିବ କେମିତି? ମୋ […]

sevayat

sevayat

Jitendra Garnayak
  • Published: Wednesday, 31 October 2018
  • Updated: 31 October 2018, 02:59 PM IST

Sports

Latest News

ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): ପୁରୀ ଶ୍ରୀମନ୍ଦିରର ଜଣେ ସେବକ ଇଚ୍ଛାମୃତ୍ୟୁ ମାଗିଛନ୍ତି। ସେ ସୁପ୍ରିମକୋର୍ଟ କୋର୍ଟଙ୍କ ଠାରେ ଏହି ଇଚ୍ଛାମୃତ୍ୟୁ ଆବେଦନ କରିଛନ୍ତି। ତାଙ୍କ ନାଁ ନରସିଂହ ପୂଜାପଣ୍ଡା।

ସୁପ୍ରିମକୋର୍ଟଙ୍କୁ ଦେଇଥିବା ପ୍ରାର୍ଥନା ପତ୍ରରେ ସେ ଏହି ଗୁହାରି କରିଛନ୍ତି।

ନରସିଂହ କହିଛନ୍ତି,“ଇଚ୍ଛାମୃତ୍ୟୁ ପାଇଁ ମୁଁ ସୁପ୍ରିମକୋର୍ଟଙ୍କ ନିକଟରେ ଆବେଦନ କରିଛି। ଭକ୍ତଙ୍କ ଦାନଦକ୍ଷିଣାରେ ଆମେ ପରିବାର ପ୍ରତିପୋଷଣ କରୁଥିଲୁ। ତେବେ କୋର୍ଟ ଏହା ଉପରେ କଟକଣା ଲଗାଇବା ପରେ ମୋ ସଂସାର ଚଳିବ କେମିତି? ମୋ ସେବକ ଭାଇମାନେ ଚଳିବେ କେମିତି?”

ସେ ଆହୁରି କହିଛନ୍ତି, “ଆମେ ସବୁ ଭକ୍ତ ଦେଉଥିବା ପଇସାରେ ଚଳୁ। ତୁଳସୀ ଓ ଭୋଗ ଦେବାକୁ ବି ମନା କରି ଦେଲେ କୋର୍ଟ। ଦାନ ଦକ୍ଷିଣା ବନ୍ଦ କରିଦେଲେ। ଏବେ ଆମେ କେମିତି ଚଳିବୁ?”

ସେ ଆହୁରି କହିଛନ୍ତି,“ଆମ ଶରୀର ଭକ୍ତଙ୍କର। ଯଦି ଭକ୍ତ ନ ଦେବେ ଆମେ କେମିତି ଚଳିବୁ? ଆମ ସାତ ପିଢ଼ି ଭକ୍ତଙ୍କ ଦାନ ଦକ୍ଷିଣା ନେଇ ଚଳୁଥିଲେ। ମୁଁ ରାଜ୍ୟ ସରକାରଙ୍କୁ ଇଚ୍ଛାମୃତ୍ୟୁ ମାଗିଥିଲି। ସରକାର ଦେଲେ ନାହିଁ। ଏବେ ଦେଶକୁ ଇଚ୍ଛାମୃତ୍ୟୁ ମାଗୁଛି। ମୋତେ ଇଚ୍ଛାମୃତ୍ୟୁ ଦେଲେ ମୁଁ ଚିରୁଉପକୃତ ହେବି।”

ସୂଚନାଯୋଗ୍ୟ, ଶ୍ରୀମନ୍ଦିର ସଂସ୍କାର ନେଇ ସୁପ୍ରିମକୋର୍ଟ ୧୨ଟି ନିର୍ଦ୍ଦେଶାବଳୀ ଦେଇଛନ୍ତି। ଏହି ନିର୍ଦ୍ଦେଶାବଳୀଗୁଡ଼ିକ ମଧ୍ୟରୁ ବଂଶାନୁକ୍ରମିକ ସେବା ପରମ୍ପରାର ଉଚ୍ଛେଦ ଓ ସେବକ ନିଯୁକ୍ତି, ଶ୍ରୀମନ୍ଦିରରୁ ଅନ୍ନଦାନ ଆଟିକା ବାବଦକୁ ପାଉଣା ଆଦାୟ ବନ୍ଦ, ଥାଳି ଗରାରେ ଦକ୍ଷିଣା ଆଦାୟ ବନ୍ଦ ଓ ଶ୍ରୀମନ୍ଦିର ଆଇନ୍ ୧୯୫୪ର ସଂଶୋଧନକୁ ନେଇ ଛତିଶାନିଯୋଗ ସହମତ ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story