ପୁରୀକୁ ଓଡ଼ିଶାର ଧାର୍ମିକ ରାଜଧାନୀର ମାନ୍ୟତା ପ୍ରଦାନ କରଯାଉ: ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀ

ପୁରୀ: ରାଜ୍ୟରେ ମଠ ମନ୍ଦିରର ସୁରକ୍ଷା ଏବଂ ସାଧୁ ସନ୍ଥ ଓ ଆଚାର୍ଯ୍ୟଙ୍କ ସମ୍ମାନକୁ ଅକ୍ଷୁର୍ଣ୍ଣ ରଖିବା ଆବଶ୍ୟକ। ସେହିଭଳି ପୁରୀକୁ ଓଡ଼ିଶାର ଧାର୍ମିକ ରାଜଧାନୀର ମାନ୍ୟତା ପ୍ରଦାନ କରଯାଉ ବୋଲି ପୁରୀ ଗୋବର୍ଦ୍ଧନ ପୀଠ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀ କହିଛନ୍ତି। ଗତକାଲି ବିଜେପି ସଭାପତି କନକବର୍ଦ୍ଧନ ସିଂଦେଓଙ୍କ ନେତୃତ୍ୱରେ ଆସିଥିବା ବିଜେପିର ୬ଜଣିଆ ଟିମ୍ ଶଙ୍କରାଚାର୍ଯ୍ୟଙ୍କୁ ଭେଟି ତାଙ୍କ ସହ ବିଭିନ୍ନ ଧାର୍ମିକ ପ୍ରସଙ୍ଗରେ ଆଲୋଚନା କରିଥିଲେ। ଏହି ଅବସରରେ ବିହାରର ବୋଧଗୟାକୁ ଧାର୍ମିକ ସ୍ଥଳିର […]

puri

puri

Rakesh Mallick
  • Published: Tuesday, 22 September 2015
  • Updated: 22 September 2015, 04:10 AM IST

Sports

Latest News

ପୁରୀ: ରାଜ୍ୟରେ ମଠ ମନ୍ଦିରର ସୁରକ୍ଷା ଏବଂ ସାଧୁ ସନ୍ଥ ଓ ଆଚାର୍ଯ୍ୟଙ୍କ ସମ୍ମାନକୁ ଅକ୍ଷୁର୍ଣ୍ଣ ରଖିବା ଆବଶ୍ୟକ। ସେହିଭଳି ପୁରୀକୁ ଓଡ଼ିଶାର ଧାର୍ମିକ ରାଜଧାନୀର ମାନ୍ୟତା ପ୍ରଦାନ କରଯାଉ ବୋଲି ପୁରୀ ଗୋବର୍ଦ୍ଧନ ପୀଠ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀ କହିଛନ୍ତି। ଗତକାଲି ବିଜେପି ସଭାପତି କନକବର୍ଦ୍ଧନ ସିଂଦେଓଙ୍କ ନେତୃତ୍ୱରେ ଆସିଥିବା ବିଜେପିର ୬ଜଣିଆ ଟିମ୍ ଶଙ୍କରାଚାର୍ଯ୍ୟଙ୍କୁ ଭେଟି ତାଙ୍କ ସହ ବିଭିନ୍ନ ଧାର୍ମିକ ପ୍ରସଙ୍ଗରେ ଆଲୋଚନା କରିଥିଲେ। ଏହି ଅବସରରେ ବିହାରର ବୋଧଗୟାକୁ ଧାର୍ମିକ ସ୍ଥଳିର ମାନ୍ୟତା ଭଳି ପୁରୀକୁ ମଧ୍ୟ ସମାନ ଗୁରୁତ୍ୱ ଦେବା ନେଇ ବିଜେପି ନେତାମାନେ କେନ୍ଦ୍ରକୁ ଅବଗତ କରିବେ ବୋଲି କେଭି କହିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story