ବାଲେଶ୍ୱର: QR-SAM କ୍ଷପଣାସ୍ତ୍ରର ସଫଳ ପରୀକ୍ଷଣ

ବାଲେଶ୍ୱର(ଓଡିଶା ରିପୋର୍ଟର): ସୋମବାର ପୂର୍ବାହ୍ନରେ ବାଲେଶ୍ୱର ଚାନ୍ଦିପୁରସ୍ଥିତ ଇଣ୍ଟେରିମ ଟେଷ୍ଟ ରେଞ୍ଜର ୩ ନମ୍ବର ଲଞ୍ଚ ପ୍ୟାଡ୍‌ରୁ କୁଇକ୍‌ ରେସପନ୍ସ ସରଫେସ ଟୁ ଏୟାର( କ୍ୟୁଆର- ସାମ) କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରାଯାଇଛି। ସକାଳ ୧୦ଟା ୫୮ ମିନିଟ୍‌ ସମୟରେ ଏହି କ୍ଷପଣାସ୍ତ୍ର ପରୀକ୍ଷଣ କରାଯାଇଥିଲା। ଏହି କ୍ଷପଣାସ୍ତ୍ରର ମାରକ କ୍ଷମତା ୨ରୁ ୩୦ କିଲୋମିଟର। ଏହା ଭୂପୃଷ୍ଠରୁ ଆକାଶକୁ ଲକ୍ଷ୍ୟ ଭେଦ କରିବ।  

qr-sam-india-first-indigenous-all-weather-missile

Rakesh Mallick
  • Published: Monday, 09 April 2018
  • , Updated: 09 April 2018, 07:53 PM IST

Related story