୪ ପିଲା ଜନ୍ମ ଦେଲେ ମାଆ

ସୁବର୍ଣ୍ଣପୁର (ରବିନ୍ଦ୍ର ହୋତା): ୪ ପିଲା ଜନ୍ମ ଦେଲେ ଜଣେ ମାଆ। ଆଜି ଏମିତି ଘଟଣା ସୋନ୍‌ପୁର ଜିଲ୍ଲାରୁ ଆସିଛି। କିନ୍ତୁ ଦୁଃଖର ବିଷୟ ଜନ୍ମ ପରେ ପିଲାମାନଙ୍କ ମୃତ୍ୟୁ ଘଟିଛି। ତେବେ ମାଆ ସୁସ୍ଥ ଥିବା ଡାକ୍ତର କହିଛନ୍ତି। ସୋନପୁର ବ୍ଲକ ଝିଙ୍କି ଗାଁର ମିନତୀ ମୁଣ୍ଡା ଆଜି ସକାଳେ ଗର୍ଭଯନ୍ତ୍ରଣା ପାଇଥିଲେ। ପରେ ଦୁଇଟି ସନ୍ତାନ ଜନ୍ମ ଦେଇଥିଲେ। କିଛି ସମୟରେ ମିନତୀ ଆଉ ଥରେ ଯନ୍ତ୍ରଣା ପାଇବାରୁ ଆଶାକର୍ମୀ ଓ ପରିବାର ଲୋକେ […]

Quadruplets-born-to-a-woman-from-Jhinki-village-in-#Sonenpur-district-die-due-to-premature-delivery

Manoranjan Sial
  • Published: Tuesday, 08 October 2019
  • Updated: 08 October 2019, 04:11 PM IST

Sports

Latest News

ସୁବର୍ଣ୍ଣପୁର (ରବିନ୍ଦ୍ର ହୋତା): ୪ ପିଲା ଜନ୍ମ ଦେଲେ ଜଣେ ମାଆ। ଆଜି ଏମିତି ଘଟଣା ସୋନ୍‌ପୁର ଜିଲ୍ଲାରୁ ଆସିଛି। କିନ୍ତୁ ଦୁଃଖର ବିଷୟ ଜନ୍ମ ପରେ ପିଲାମାନଙ୍କ ମୃତ୍ୟୁ ଘଟିଛି। ତେବେ ମାଆ ସୁସ୍ଥ ଥିବା ଡାକ୍ତର କହିଛନ୍ତି।

ସୋନପୁର ବ୍ଲକ ଝିଙ୍କି ଗାଁର ମିନତୀ ମୁଣ୍ଡା ଆଜି ସକାଳେ ଗର୍ଭଯନ୍ତ୍ରଣା ପାଇଥିଲେ। ପରେ ଦୁଇଟି ସନ୍ତାନ ଜନ୍ମ ଦେଇଥିଲେ। କିଛି ସମୟରେ ମିନତୀ ଆଉ ଥରେ ଯନ୍ତ୍ରଣା ପାଇବାରୁ ଆଶାକର୍ମୀ ଓ ପରିବାର ଲୋକେ ଏକ ଗାଡ଼ିରେ ସୁବର୍ଣ୍ଣପୁର ମେଡିକାଲ୍‌କୁ ନେଉଥିଲେ। ଏହି ସମୟରେ ରାସ୍ତାରେ ଗାଡ଼ି ଭିତରେ ସେ ଆଉ ଗୋଟିଏ ସନ୍ତାନ ଜନ୍ମ ଦେଇଥିଲେ। ହେଲେ ମିନତୀଙ୍କ ଯନ୍ତ୍ରଣା କମିନଥିଲା। ମେଡିକାଲ୍‌ରେ ଡାକ୍ତର ଚିକିତ୍ସା କରିବା ପରେ ସେ ଆଉ ଗୋଟିଏ ପିଲା ଜନ୍ମ ଦେଇଥିଲେ। ୪ଟି ଜାଗ ପିଲାଙ୍କ ଓଜନ ୫୦୦ ଗ୍ରାମ ହେବ। ପ୍ରିମେଚ୍ୟୁରି ଡେଲିଭରି ଯୋଗୁ ପିଲାମାନଙ୍କ ମୃତ୍ୟୁ ଘଟିଥିବା ଡାକ୍ତର ପି.କେ ଦଣ୍ଡସେନା କହିଛନ୍ତି।

ପ୍ରସବ ପରେ ଏବେ ମିନତୀ ସୁସ୍ଥ ଅଛନ୍ତି। ତଥାପି ତାଙ୍କର ଚିକିତ୍ସା ଚାଲିଛି। ସୁସ୍ଥ ହେଲେ ଘରକୁ ଫେରିଯିବେ ବୋଲି ଡାକ୍ତର କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story