ଅଭିଯୁକ୍ତ ପଜିଟିଭ୍‌, କ୍ୱାରେଣ୍ଟାଇନ ଗଲେ ଆଇଆଇସି

ପୁରୀ:(ଓଡ଼ିଶା ରିପୋର୍ଟର): ପୁରୀ କୁମ୍ଭାରପଡ଼ା ଥାନା ଆଇଆସିଙ୍କୁ କ୍ୱାରେଣ୍ଟାଇନ। ଥାନା ଆଇଆଇସିଙ୍କ ସମେତ ୩୦ ଜଣ କର୍ମଚାରୀଙ୍କୁ କ୍ୱାରେଣ୍ଟାଇନ ରହିବାକୁ  ନିର୍ଦ୍ଦେଶ ଦିଆଯାଇଛି। କୁମ୍ଭାରପଡ଼ା ଥାନା ପରିସରକୁ ସାନିଟାଇଜ କଲା ଜିଲ୍ଲା ପ୍ରଶାସନ। ଜଣେ ଗିରଫ ଅଭିଯୁକ୍ତର ପଜିଟିଭ ରିପୋର୍ଟ ଆସିବା ପରେ ଏହି ପଦକ୍ଷେପ ନିଆଯାଥିବା ପୁରୀ ଏସ୍‌ପି ଉମାଶଙ୍କର ଦାଶଙ୍କ ସୂଚନା ଦେଇଛନ୍ତି।ରାଜ୍ୟ ସରକାରଙ୍କ ଗାଇଡ଼ଲାଇନ ଅନୁସାରେ ସମସ୍ତଙ୍କର କୋଭିଡ୍ ଟେଷ୍ଟ ହେବ ବୋଲି ପୁରୀ ଏସ୍‌ପି ଉମାଶଙ୍କର ଦାଶ ସୂଚନା ଦେଇଛନ୍ତି।

sar-1

sar-1

Tapas Behera
  • Published: Sunday, 17 May 2020
  • Updated: 17 May 2020, 08:56 PM IST

Sports

Latest News

ପୁରୀ:(ଓଡ଼ିଶା ରିପୋର୍ଟର): ପୁରୀ କୁମ୍ଭାରପଡ଼ା ଥାନା ଆଇଆସିଙ୍କୁ କ୍ୱାରେଣ୍ଟାଇନ। ଥାନା ଆଇଆଇସିଙ୍କ ସମେତ ୩୦ ଜଣ କର୍ମଚାରୀଙ୍କୁ କ୍ୱାରେଣ୍ଟାଇନ ରହିବାକୁ  ନିର୍ଦ୍ଦେଶ ଦିଆଯାଇଛି। କୁମ୍ଭାରପଡ଼ା ଥାନା ପରିସରକୁ ସାନିଟାଇଜ କଲା ଜିଲ୍ଲା ପ୍ରଶାସନ।

ଜଣେ ଗିରଫ ଅଭିଯୁକ୍ତର ପଜିଟିଭ ରିପୋର୍ଟ ଆସିବା ପରେ ଏହି ପଦକ୍ଷେପ ନିଆଯାଥିବା ପୁରୀ ଏସ୍‌ପି ଉମାଶଙ୍କର ଦାଶଙ୍କ ସୂଚନା ଦେଇଛନ୍ତି।ରାଜ୍ୟ ସରକାରଙ୍କ ଗାଇଡ଼ଲାଇନ ଅନୁସାରେ ସମସ୍ତଙ୍କର କୋଭିଡ୍ ଟେଷ୍ଟ ହେବ ବୋଲି ପୁରୀ ଏସ୍‌ପି ଉମାଶଙ୍କର ଦାଶ ସୂଚନା ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story