ପରୀକ୍ଷା ପୂର୍ବରୁ ପ୍ରଶ୍ନପତ୍ର ଲିକ୍‌ ସନ୍ଦେହ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସମ୍ବଲପୁର ବିଶ୍ୱବିଦ୍ୟାଳୟର ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ହୋଇଥିବା ସନ୍ଦେହ କରାଯାଉଛି। ଆଜି ଯୁକ୍ତ ୩ ତୃତୀୟ ସେମିଷ୍ଟରର ଗଣିତ (Hons.) ପରୀକ୍ଷା ଥିବା ବେଳେ ପ୍ରଶ୍ନ ଲିକ୍ ହୋଇଥିବା ନେଇ ସନ୍ଦେହ ଉପୁଜିଛି। ଆଜି ଦିନ ୧ଟାରୁ ୪ଟା ମଧ୍ୟରେ ପରୀକ୍ଷା ହେବାର ଥିଲା । ହେଲେ ତା’ପୂର୍ବରୁ ପ୍ରଶ୍ନପତ୍ର ଲିକ୍ ହୋଇଥିବା ସନ୍ଦେହ କରାଯାଉଛି। ଫଳରେ ଆଜି ଦିନ ୧୨ଟା ୩୦ ମଧ୍ୟରେ ଇମେଲ୍‌ରେ ପ୍ରଶ୍ନ ପଠାଯିବ ଓ ଏହାକୁ ଡାଉନ୍‌ଲୋଡ୍‌ କରି […]

exam-1--1

exam-1--1

Niharika Rout
  • Published: Saturday, 15 February 2020
  • Updated: 15 February 2020, 01:22 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସମ୍ବଲପୁର ବିଶ୍ୱବିଦ୍ୟାଳୟର ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ହୋଇଥିବା ସନ୍ଦେହ କରାଯାଉଛି। ଆଜି ଯୁକ୍ତ ୩ ତୃତୀୟ ସେମିଷ୍ଟରର ଗଣିତ (Hons.) ପରୀକ୍ଷା ଥିବା ବେଳେ ପ୍ରଶ୍ନ ଲିକ୍ ହୋଇଥିବା ନେଇ ସନ୍ଦେହ ଉପୁଜିଛି।

ଆଜି ଦିନ ୧ଟାରୁ ୪ଟା ମଧ୍ୟରେ ପରୀକ୍ଷା ହେବାର ଥିଲା । ହେଲେ ତା’ପୂର୍ବରୁ ପ୍ରଶ୍ନପତ୍ର ଲିକ୍ ହୋଇଥିବା ସନ୍ଦେହ କରାଯାଉଛି। ଫଳରେ ଆଜି ଦିନ ୧୨ଟା ୩୦ ମଧ୍ୟରେ ଇମେଲ୍‌ରେ ପ୍ରଶ୍ନ ପଠାଯିବ ଓ ଏହାକୁ ଡାଉନ୍‌ଲୋଡ୍‌ କରି ପରୀକ୍ଷା କରିବାକୁ କଲେଜଗୁଡିକୁ ନିର୍ଦ୍ଦେଶ ଦିଆଯାଇଛି। ବିଭିନ୍ନ କଲେଜକୁ ଏନେଇ ସମ୍ବଲପୁର ବିଶ୍ୱବିଦ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ଏଥିସହ ଅନ୍ୟ ପରୀକ୍ଷା ପାଇଁ କଲେଜକୁ ପ୍ରଶ୍ନପତ୍ର ମଧ୍ୟ ପଠାଯିବ ବୋଲି ଜଣାଇଛନ୍ତି ୟୁନିଭର୍ସିଟି କର୍ତ୍ତୃପକ୍ଷ। ତା’ସହ ପୂର୍ବରୁ ପଠାଯାଇଥିବା ପ୍ରଶ୍ନପତ୍ର ଗୁଡିକୁ ୟୁନିଭର୍ସିଟିକୁ ଫେରାଇବା ଲାଗି କଲେଜ ଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି। ଅନ୍ୟପକ୍ଷରେ କିଛି ଅସାଧୁ ବ୍ୟକ୍ତି ପ୍ରଶ୍ନପ୍ରତ୍ର ଲିକ୍‌ କରୁଥିବା କହିଛନ୍ତି ପରୀକ୍ଷା ନିୟନ୍ତ୍ରକ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story