ମହାପୁରୁଷଙ୍କ ଦାୟାଦଙ୍କୁ କାହିଁକି ହେଉଛି ଅସମ୍ମାନ? ଗୋପବନ୍ଧୁଙ୍କ ପରେ ମୁହଁ ଖୋଲିଲେ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଦାୟାଦ। ବୋହୁ କହିଲେ, ରଘୁନାଥ ମୁର୍ମୁଙ୍କ ନାଁରେ ରାଜନୀତି ନ ହେଉ। ଏଭଳି ହେଲେ ଆଗକୁ ଧର୍ମସ୍ଥଳୀକୁ କାହାରିକୁ ପୂରାଇ ଦେବୁନି। ଏଠାରେ ପ୍ରଶ୍ନ, ଦାୟାଦଙ୍କୁ ସମ୍ମାନ ଦେବାକୁ ଏତେ କାର୍ପଣ୍ୟ କାହିଁକି?