କରୋନା ଠାରୁ ରକ୍ଷା ପାଇଁ ‘ନିୟମ’ ରାଜାଙ୍କଠାରେ ପୂଜାପାଠ

କଲ୍ୟାଣସିଂହପୁର (ମାଉଡ଼ି ବାରିକ୍‌): ମହାମାରୀ କରୋନା ଠାରୁ ବର୍ତ୍ତିବା ପାଇଁ  ଡଙ୍ଗରିଆ କନ୍ଧଙ୍କ ପୂଜା ପାଠ। ସେମାନଙ୍କ ବିଶ୍ୱାସ ନିୟମ ରଜାଙ୍କୁ ସନ୍ତୁଷ୍ଟ କଲେ ସେ କରୋନା ଦାଉରୁ ରକ୍ଷା କରିବେ। ରାୟଗଡ଼ା ଜିଲ୍ଲା ବିଷମକଟକ ବ୍ଲକ କୁରିଲି ଗାଁର ଡଙ୍ଗରିଆଙ୍କ ଏପରି ପୂଜା ପାଠ ହେଉଛି । ବର୍ତ୍ତମାନ ଦେଶରେ ମହାମାରୀ କରୋନା ଯେଉଁଭଳି ଭାବେ କାୟା ବିସ୍ତାର କରି ଚାଲିଛି ତାଠାରୁ ସୁରକ୍ଷିତ ରହିବାକୁ ସମସ୍ତେ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତ୍ୱ ପଳନକୁ […]

8nm

8nm

Tapas Behera
  • Published: Monday, 27 July 2020
  • Updated: 27 July 2020, 04:23 PM IST

Sports

Latest News

କଲ୍ୟାଣସିଂହପୁର (ମାଉଡ଼ି ବାରିକ୍‌): ମହାମାରୀ କରୋନା ଠାରୁ ବର୍ତ୍ତିବା ପାଇଁ  ଡଙ୍ଗରିଆ କନ୍ଧଙ୍କ ପୂଜା ପାଠ। ସେମାନଙ୍କ ବିଶ୍ୱାସ ନିୟମ ରଜାଙ୍କୁ ସନ୍ତୁଷ୍ଟ କଲେ ସେ କରୋନା ଦାଉରୁ ରକ୍ଷା କରିବେ। ରାୟଗଡ଼ା ଜିଲ୍ଲା ବିଷମକଟକ ବ୍ଲକ କୁରିଲି ଗାଁର ଡଙ୍ଗରିଆଙ୍କ ଏପରି ପୂଜା ପାଠ ହେଉଛି ।

ବର୍ତ୍ତମାନ ଦେଶରେ ମହାମାରୀ କରୋନା ଯେଉଁଭଳି ଭାବେ କାୟା ବିସ୍ତାର କରି ଚାଲିଛି ତାଠାରୁ ସୁରକ୍ଷିତ ରହିବାକୁ ସମସ୍ତେ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତ୍ୱ ପଳନକୁ ସରକାର କଡାକଡି କରିଛନ୍ତି। ହେଲେ ଡଙ୍ଗରିଆ କିନ୍ତୁ ପରମ୍ପରା ଓ ବିଶ୍ୱାସକୁ ଆଦରି ସେମାନଙ୍କ ଦେବତା ନିୟମରାଜକୁ ପୂଜା କରୁଥିବା ଦେଖିବାକୁ ମିଳିଛି। ତେବେ ସେମାନଙ୍କ ଚାଷର ସୁରକ୍ଷା ପାଇଁ କରିଥାନ୍ତି କାସା ପୂଜା। ଯେଉଁଥିରେ ଛେଳି, କୁକୁଡ଼ା ବଳି ଦେବାସହ ପ୍ରତେକ ପରିବାର ନଡ଼ିଆ ଓ ଭାତ ପୂଜା କରିଥାନ୍ତି। ତେବେ ଚଳିତ ବର୍ଷ କରୋନା ଠାରୁ ରକ୍ଷା ପାଇବା ପାଇଁ

ନିୟମଗିରି ଅଞ୍ଚଳବାସୀ ନିୟମରାଜାଙ୍କୁ ପୂଜା ଅର୍ଚ୍ଚନା କରୁଛନ୍ତି ଡଙ୍ଗରିଆ କନ୍ଧ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos