ରାହାଗିରି ହେଲା ‘ପଥୋତ୍ସବ’

ଭୁବନେଶ୍ୱର: ଦୀର୍ଘ ୩ ମାସ ପରେ ନୂଆ ନାଁରେ ଫେରିଲା ରାହାଗିରି। ରାହାଗିରିର ନାମ ପରିବର୍ତ୍ତନ କରାଯାଇ ଭୁବନେଶ୍ୱର ‘ପଥୋତ୍ସବ’ (ଆମ ସହର ଆମ ରାସ୍ତା) କରାଗଲା। ଏହି ସୂଚନା ଭୁବନେଶ୍ୱର ମେୟର ଅନନ୍ତ ନାରାୟଣ ଜେନା ଦେଇଛନ୍ତି। ଆସନ୍ତାକାଲିଠାରୁ ଏହି ‘ପଥୋତ୍ସବ’ ଆରମ୍ଭ ହେବ। ମାଷ୍ଟରକ୍ୟାଣ୍ଟିନରୁ ରାମମନ୍ଦିର ପର୍ଯ୍ୟନ୍ତ ନାଚ ଓ ଗୀତର ଆସର ଜମିବ। ଶୀତୁଆ ସକାଳରେ  ଖେଳ କୁଦ, ସ୍କେଟିଂ ଓ ସାଇକ୍ଲିଂର ମଜା ନେବେ ଭୁବନେଶ୍ୱରବାସୀ। ସେଲଫି ଜୋନରେ ଗହଳି ଦେଖିବାକୁ […]

anata

anata

Rakesh Mallick
  • Published: Saturday, 26 November 2016
  • Updated: 26 November 2016, 10:26 PM IST

Sports

Latest News

ଭୁବନେଶ୍ୱର: ଦୀର୍ଘ ୩ ମାସ ପରେ ନୂଆ ନାଁରେ ଫେରିଲା ରାହାଗିରି। ରାହାଗିରିର ନାମ ପରିବର୍ତ୍ତନ କରାଯାଇ ଭୁବନେଶ୍ୱର ‘ପଥୋତ୍ସବ’ (ଆମ ସହର ଆମ ରାସ୍ତା) କରାଗଲା। ଏହି ସୂଚନା ଭୁବନେଶ୍ୱର ମେୟର ଅନନ୍ତ ନାରାୟଣ ଜେନା ଦେଇଛନ୍ତି।

ଆସନ୍ତାକାଲିଠାରୁ ଏହି ‘ପଥୋତ୍ସବ’ ଆରମ୍ଭ ହେବ। ମାଷ୍ଟରକ୍ୟାଣ୍ଟିନରୁ ରାମମନ୍ଦିର ପର୍ଯ୍ୟନ୍ତ ନାଚ ଓ ଗୀତର ଆସର ଜମିବ। ଶୀତୁଆ ସକାଳରେ  ଖେଳ କୁଦ, ସ୍କେଟିଂ ଓ ସାଇକ୍ଲିଂର ମଜା ନେବେ ଭୁବନେଶ୍ୱରବାସୀ। ସେଲଫି ଜୋନରେ ଗହଳି ଦେଖିବାକୁ ମିଳିବ।

ରାହାଗିରି ନୂଆ ନାମକରଣ ପାଇଁ ନଭେମ୍ବର ୨୨ରୁ୨୪ ତାରିଖ ପର୍ଯ୍ୟନ୍ତ ବିଏମସି ପକ୍ଷରୁ ଜନମତ ସଂଗ୍ରହ କରାଯାଇଥିଲା। ଉଭୟ ଅନଲାଇନରେ ନାମ କରଣ ନେଇ ୩୧ଜଣ ମତ ଦେଇଥିଲେ। ସେଥିମଧ୍ୟରୁ ‘ପଥୋତ୍ସବ’ ନାଁକୁ ଗ୍ରହଣ କରାଯାଇଛି।

ଆସନ୍ତାକାଲି ସକାଳ ୭ଟାରେ ମାଷ୍ଟରକ୍ୟାଣ୍ଟିନ ଛକରେ ‘ପଥୋତ୍ସବ’  ଆରମ୍ଭ ହେବ। ଏଥିରେ ଜନଗହଳିକୁ ଆଖିରେ ରଖି ବ୍ୟାପକ ଟ୍ରାଫିକ ବ୍ୟବସ୍ଥା କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story