୨୭ରେ ଓଡ଼ିଶା ଆସିବେ ରାହୁଲ ଗାନ୍ଧି!

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଚଳିତମାସ ୨୭ତାରିଖରେ ପୁଣି ଓଡ଼ିଶା ଆସିବେ। ସେ ବରଗଡ଼ ଓ ଜୟପୁରରେ ଦୁଇଟି ସାଧାରଣ ସଭାରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଏଥିପାଇଁ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ମିଳିଥିବା ସୂଚନା ଅନୁସାରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଆଜି ବରଗଡ଼ ଗସ୍ତରେ ଯାଇ ଜିଲ୍ଲାର ଦଳୀୟ ନେତାମାନଙ୍କ ସହ ଦଳୀୟ ସାଂଗଠନିକ କାର୍ଯ୍ୟକ୍ରମର ସମୀକ୍ଷା କରିବା ସହ ରାହୁଲଙ୍କ ଗସ୍ତ ସମ୍ପର୍କରେ ବିଚାରବିମର୍ଶ […]

rahul-gandhi-likely-to-visit-odisha-on-27-february

Manoranjan Sial
  • Published: Tuesday, 12 February 2019
  • Updated: 12 February 2019, 08:50 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଚଳିତମାସ ୨୭ତାରିଖରେ ପୁଣି ଓଡ଼ିଶା ଆସିବେ। ସେ ବରଗଡ଼ ଓ ଜୟପୁରରେ ଦୁଇଟି ସାଧାରଣ ସଭାରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଏଥିପାଇଁ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି।

ମିଳିଥିବା ସୂଚନା ଅନୁସାରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଆଜି ବରଗଡ଼ ଗସ୍ତରେ ଯାଇ ଜିଲ୍ଲାର ଦଳୀୟ ନେତାମାନଙ୍କ ସହ ଦଳୀୟ ସାଂଗଠନିକ କାର୍ଯ୍ୟକ୍ରମର ସମୀକ୍ଷା କରିବା ସହ ରାହୁଲଙ୍କ ଗସ୍ତ ସମ୍ପର୍କରେ ବିଚାରବିମର୍ଶ କରିଛନ୍ତି। ଏହି ଅବସରରେ ଶ୍ରୀ ପଟ୍ଟନାୟକ ଜିଲ୍ଲାର ଦଳୀୟ ନେତାମାନଙ୍କୁ କହିଛନ୍ତି ଯେ, ଚଳିତମାସ ୨୭ତାରିଖରେ ରାହୁଲ ଓଡ଼ିଶା ଆସିବାର ସମ୍ଭାବନା ରହିଛି। ଯଦିଓ ରାହୁଲଙ୍କ ଅଫିସ ପକ୍ଷରୁ କୌଣସି ଆନୁଷ୍ଠାନିକ ସୂଚନା ମିଳିନି ତଥାପି ୨୭ତାରିଖରେ ସେ ଓଡ଼ିଶା ଆସିବାର ଯଥେଷ୍ଟ ସମ୍ଭାବନା ରହିଛି।

ଜାନୁଆରୀ ୨୫ତାରିଖରେ ଭୁବନେଶ୍ୱରରେ ଏବଂ ଫେବୃଆରୀ ୬ରେ ଭବାନୀପାଟଣା ଓ ରାଉରକେଲାରେ ରାହୁଲଙ୍କ ସଭାରେ ଯେଭଳି ଲୋକଙ୍କ ଭିଡ଼ ହୋଇଥିଲା ସେହିପରି ଆୟୋଜନ ବରଗଡ଼ରେ କରିବା ପାଇଁ ସେ ଦଳୀୟ କର୍ମକର୍ତ୍ତାମାନଙ୍କୁ ପରାମର୍ଶ ଦେଇଥିଲେ। ଦିନ ୧୧ଟାବେଳେ ଜୟପୁରରେ ଓ ଅପରାହ୍ନ ୨ଟାରେ ବରଗଡ଼ରେ ସଭା କରି ରାହୁଲ ସେଠାରୁ ରାୟପୁର ଦେଇ ନୂଆଦିଲ୍ଲୀ ଫେରିଯିବା ସହଜ ହେବ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ।

ଏହି ଅବସରରେ ସେ ବରଗଡ଼ ଜିଲ୍ଲା କର୍ମକର୍ତ୍ତାଙ୍କ ସାଂଗଠନିକ କାର୍ଯ୍ୟ ଉପରେ ଅସନ୍ତୋଷ ବ୍ୟକ୍ତ କରିଥିଲେ। ପିସିସି ପକ୍ଷରୁ ବାରମ୍ବାର ୱାର୍ଡ କମିଟି ଗଠନ ପାଇଁ ନିର୍ଦ୍ଦେଶ ଦିଆଯାଉଥିଲେ ମଧ୍ୟ ବରଗଡ଼ ଜିଲ୍ଲାରେ ଏହା ଏପର୍ଯ୍ୟନ୍ତ ସମ୍ଭବପର ହୋଇନି। ତୁରନ୍ତ ଏହି କମିଟି ଗଠନ କରି ପିସିସି କାର୍ଯ୍ୟାଳୟକୁ ପଠାଇବାକୁ ସେ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story