ଆସିକା ସବ୍‌ଜେଲରେ ଚଢ଼ାଉ

Ordigital Desk
  • Published: Thursday, 15 March 2018
  • , Updated: 15 March 2018, 01:51 PM IST
<p>ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର): ଗଞ୍ଜାମ ଜିଲ୍ଲା ଆସିକା ସବ୍&zwnj;ଜେଲରେ ଜିଲ୍ଲା ପ୍ରଶାସନ ଅତର୍କିତ ଚଢ଼ାଉ କରିଛି। ଚଢ଼ାଉ ବେଳେ ୨୦ ହଜାର ଟଙ୍କା , ୫ଟି ମୋବାଇଲ ଫୋନ, ୨ଟି ଚାର୍ଜର ଏବଂ ବହୁ ପରିମାଣର ମାଦକଦ୍ରବ୍ୟ ଜବତ ହୋଇଛି। ଗଞ୍ଜାମ ଅତିରିକ୍ତ ଜିଲ୍ଲାପାଳ, ଆସିକା ଉପଖଣ୍ଡ ପୋଲିସ ଅଧିକାରୀ, ଆସିକା, ସୋରଡ଼ା, ଶେରଗଡ଼ ଓ ବଡ଼ଗଡ଼ ଥାନା ଅଧିକାରୀ ଏହି ଚଢ଼ାଉରେ ସାମିଲ ହୋଇଥିଲେ।</p>

Related story