ହୁକ୍କା ବାର୍‌ ଉପରେ ଚଢାଉ କଲା କମିଶନରେଟ୍‌ ପୋଲିସ

ଭୁବନେଶ୍ୱର(ଓଡିଶା ରିପୋର୍ଟର): ଭୁବନେଶ୍ୱରରେ ପୁଣି ହୁକ୍କା ବାର୍‌ ଉପରେ ଚଢଉ କରାଯାଇଛି। ବେଆଇନ୍‌ ଭାବେ ହୁକାବାର ଚାଲିଥିବା ଖବର ପାଇ କମିଶନରେଟ ପୋଲିସ ୫ଟି ବାର ଉପରେ ଚଢଉ କରଥିଲା । ଘଟଣାସ୍ଥଳରୁ ପୋଲିସ ବହୁ ପରିମାଣର ହୁକା ଜବତ କରିଛି। କିଛି ଦିନ ତଳେ କଟକର ଏକ ସପିଂ ମଲରେ ଥିବା ହୁକ୍କା ବାର ଉପରେ ମଧ୍ୟ କମିଶନରେଟ ପୋଲିସ ଚଢାଉ କରିଥିଲା। କିଛି ଦିନ ତଳେ ନୟାପଲ୍ଲୀ ଅଞ୍ଚଳର ଏକ ହୁକା ବାର୍ ଉପରେ […]

IMG-20180511-WA0328

Rakesh Mallick
  • Published: Saturday, 12 May 2018
  • , Updated: 12 May 2018, 09:36 AM IST

ଭୁବନେଶ୍ୱର(ଓଡିଶା ରିପୋର୍ଟର): ଭୁବନେଶ୍ୱରରେ ପୁଣି ହୁକ୍କା ବାର୍‌ ଉପରେ ଚଢଉ କରାଯାଇଛି। ବେଆଇନ୍‌ ଭାବେ ହୁକାବାର ଚାଲିଥିବା ଖବର ପାଇ କମିଶନରେଟ ପୋଲିସ ୫ଟି ବାର ଉପରେ ଚଢଉ କରଥିଲା । ଘଟଣାସ୍ଥଳରୁ ପୋଲିସ ବହୁ ପରିମାଣର ହୁକା ଜବତ କରିଛି। କିଛି ଦିନ ତଳେ କଟକର ଏକ ସପିଂ ମଲରେ ଥିବା ହୁକ୍କା ବାର ଉପରେ ମଧ୍ୟ କମିଶନରେଟ ପୋଲିସ ଚଢାଉ କରିଥିଲା। କିଛି ଦିନ ତଳେ ନୟାପଲ୍ଲୀ ଅଞ୍ଚଳର ଏକ ହୁକା ବାର୍ ଉପରେ ମଧ୍ୟ ଚଢାଉ କରାଯାଇଥିଲା। ଏହି ଚଢାଉ ଫଳରେ ୨ ହୁକା, ହୁକାରେ ବ୍ୟବହୃତ ପାଇପ୍ ଓ ବିଭିନ୍ନ ସାମଗ୍ରୀ ଜବତ ହୋଇଥିଲା।

Related story