ଟ୍ରେନରେ ଛାଡ଼ି ଦେଇଥିଲେ ସାଢ଼େ ୪ ଲକ୍ଷ ଟଙ୍କା, ଜଳଖିଆ ଖାଇବା ବେଳେ ମନେ ପଡ଼ିଲା

ରାୟଗଡ଼ା (ମନୋଜ ପାତ୍ର): ସାଢ଼େ ୪ ଲକ୍ଷ ଟଙ୍କା ଧରି ଜଣେ କାଜୁ ବ୍ୟବସାୟୀ ଟ୍ରେନ୍‌ରେ ଘରକୁ ଫେରୁଥିଲେ। ହେଲେ ଟଙ୍କା ବ୍ୟାଗ ଟ୍ରେନ୍‌ରେ ଛାଡ଼ି ପଳାଇ ଆସିଥିଲେ। ରାୟଗଡ଼ା ଷ୍ଟେସନ୍‌ରେ ଜଳଖିଆ ଖାଇବା ବେଳେ ଟଙ୍କା ବ୍ୟାଗ୍‌ କଥା ମନେ ପଡ଼ିଲା। ସେତେବେଳକୁ ଟ୍ରେନ୍‌ ଛାଡ଼ି ଦେଇଥିଲା। ଆଉ ତା’ପରେ…। ରାୟଗଡ଼ାର କାଜୁ ବ୍ୟବସାୟୀ ଶେଖ ୟାଜୁଦାନୀ ଏକ ବିବାହ କାର୍ଯ୍ୟରେ ଯୋଗଦେବା ପାଇଁ ବିଶାଖାପାଟଣା ଯାଇଥିଲେ। ଆଜି ବିଶାଖାପାଟଣା-ନୂଆଦିଲ୍ଲୀ ସମତା ଏକ୍ସପ୍ରେସ୍‌ରେ ଘରକୁ ଫେରୁଥିଲେ। […]

raigada

raigada

Manoranjan Sial
  • Published: Sunday, 19 January 2020
  • Updated: 19 January 2020, 03:31 PM IST

Sports

Latest News

ରାୟଗଡ଼ା (ମନୋଜ ପାତ୍ର): ସାଢ଼େ ୪ ଲକ୍ଷ ଟଙ୍କା ଧରି ଜଣେ କାଜୁ ବ୍ୟବସାୟୀ ଟ୍ରେନ୍‌ରେ ଘରକୁ ଫେରୁଥିଲେ। ହେଲେ ଟଙ୍କା ବ୍ୟାଗ ଟ୍ରେନ୍‌ରେ ଛାଡ଼ି ପଳାଇ ଆସିଥିଲେ। ରାୟଗଡ଼ା ଷ୍ଟେସନ୍‌ରେ ଜଳଖିଆ ଖାଇବା ବେଳେ ଟଙ୍କା ବ୍ୟାଗ୍‌ କଥା ମନେ ପଡ଼ିଲା। ସେତେବେଳକୁ ଟ୍ରେନ୍‌ ଛାଡ଼ି ଦେଇଥିଲା। ଆଉ ତା’ପରେ...।

ରାୟଗଡ଼ାର କାଜୁ ବ୍ୟବସାୟୀ ଶେଖ ୟାଜୁଦାନୀ ଏକ ବିବାହ କାର୍ଯ୍ୟରେ ଯୋଗଦେବା ପାଇଁ ବିଶାଖାପାଟଣା ଯାଇଥିଲେ। ଆଜି ବିଶାଖାପାଟଣା-ନୂଆଦିଲ୍ଲୀ ସମତା ଏକ୍ସପ୍ରେସ୍‌ରେ ଘରକୁ ଫେରୁଥିଲେ। ସେ ବି-୪ ବଗିରେ ବସିଥିଲେ। ମଧ୍ୟାହ୍ନରେ ରାୟଗଡ଼ା ଷ୍ଟେସନ୍‌ରେ ଟ୍ରେନ୍‌ ଅଟକି ଥିଲା। ଶେଖ ସେଠାରେ ତରତର ହୋଇ ଟ୍ରେନ୍‌ରୁ ଓହ୍ଲାଇ ଷ୍ଟେସନ୍‌ ପାଖରେ ଜଳଖିଆ ଖାଉଥିଲେ। ଅଧା ଖାଇବା ବେଳେ ହଠାତ୍‌ ମନେ ପଡ଼ିଲା ଟଙ୍କା ବ୍ୟାଗ୍‌ କଥା। ଯେଉଁଥିରେ ଥିଲା ୪ ଲକ୍ଷ ୫୦ ହଜାର ଟଙ୍କା। ଆଉ ଜଳଖିଆ ଖାଇବେ କଣ, ପ୍ଲେଟ୍‌କୁ ତଳେ ଥୋଇଦେଇ ଦୌଡ଼ିଲେ ପ୍ଲାଟ୍‌ଫର୍ମ ଭିତରକୁ। ସେତେବେଳକୁ ଟ୍ରେନ୍‌ ଛାଡ଼ି ଦେଇଥିଲା।

ଯାହାକୁ ନେଇ ଚିନ୍ତାରେ ପଡ଼ି ଯାଇଥିଲେ ଶେଖ। ପରେ ଏନେଇ ରେଲୱେ ପ୍ରୋଟେକ୍‌ସନ୍‌ ଫୋର୍ସ (ଆର୍‌ପିଏଫ୍‌)କୁ ଖବର ଦେଇଥିଲେ। ଆରପିଏଫ୍‌ ଟ୍ରେନ୍‌କୁ ରାୟଗଡ଼ାର ପରବର୍ତ୍ତୀ ଷ୍ଟେସନ୍‌ ଶିଙ୍ଗାପୁର ରୋଡ୍‌ରେ ଅଟକାଇ ବି-୪ ବଗିରୁ ଟଙ୍କା ବ୍ୟାଗ ଜବତ କରିଥିଲେ। କାଗଜପତ୍ର ଯାଞ୍ଚ ପରେ ସେହି ଟଙ୍କା ଶେଖଙ୍କୁ ହସ୍ତାନ୍ତର କରାଯାଇଥିବା ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story