ଚାଷୀଙ୍କୁ ଭିଜାଇଲା ଅଦିନିଆ ବର୍ଷା, ୧୦ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗୋଟେ ପଟେ ମଣ୍ଡିରୁ ଧାନ ଉଠୁନି, ଅନ୍ୟପଟେ ଅଦିନିଆ ବର୍ଷା। ଏମିତି ମଝାମଝି ଅବସ୍ଥାରେ ଘାଣ୍ଟି ହେଉଛନ୍ତି ଚାଷୀ। ଗତକାଲିଠୁ ହଠାତ୍‌ ପାଗରେ ପରିବର୍ତ୍ତନ ସହ ଅଦିନିଆ ବର୍ଷା ଯୋଗୁ ଉଜୁଡ଼ି ଯାଇଛି ପଶ୍ଚିମ ଓଡ଼ିଶାର ଧାନ ଚାଷୀଙ୍କ ଆଶା। ଏଣେ କୋହଲା ପାଗ ସାଙ୍ଗକୁ ଉପକୂଳ ଓଡ଼ିଶାକୁ ମେଘ ଢାଙ୍କିଥିବାରୁ ହାଲକା ଶୀତରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ସେପଟେ ୧୦ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ଆସନ୍ତା […]

rail-2.jpg111

rail-2.jpg111

Manoranjan Sial
  • Published: Wednesday, 05 February 2020
  • Updated: 05 February 2020, 07:59 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗୋଟେ ପଟେ ମଣ୍ଡିରୁ ଧାନ ଉଠୁନି, ଅନ୍ୟପଟେ ଅଦିନିଆ ବର୍ଷା। ଏମିତି ମଝାମଝି ଅବସ୍ଥାରେ ଘାଣ୍ଟି ହେଉଛନ୍ତି ଚାଷୀ। ଗତକାଲିଠୁ ହଠାତ୍‌ ପାଗରେ ପରିବର୍ତ୍ତନ ସହ ଅଦିନିଆ ବର୍ଷା ଯୋଗୁ ଉଜୁଡ଼ି ଯାଇଛି ପଶ୍ଚିମ ଓଡ଼ିଶାର ଧାନ ଚାଷୀଙ୍କ ଆଶା। ଏଣେ କୋହଲା ପାଗ ସାଙ୍ଗକୁ ଉପକୂଳ ଓଡ଼ିଶାକୁ ମେଘ ଢାଙ୍କିଥିବାରୁ ହାଲକା ଶୀତରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ସେପଟେ ୧୦ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ।

ଆସନ୍ତା ୧୦ ତାରିଖ ଯାଏ କନ୍ଧମାଳ, ମୟୂରଭଂଜ, ଢେଙ୍କାନାଳ, କେନ୍ଦୁଝର, ନବରଙ୍ଗପୁର, ସୁନ୍ଦରଗଡ଼, ଝାରସୁଗୁଡ଼ାରେ ଘଡ଼ଘଡ଼ ସହ ବର୍ଷାର ହେବାର ଆଶଙ୍କା ରହିଛି। ଏଥିପାଇଁ ଏସବୁ ଜିଲ୍ଲାରେ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର।

ଟୋକନ୍‌ ପାଇ ଗତ ୩୧ ତାରିଖରୁ ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଖଟଖଟିଆ ଧାନ ମଣ୍ଡିକୁ ଧାନ ବିକିବାକୁ ଆଣିଥିଲେ ଚାଷୀ। ମଣ୍ଡିରେ ୩୦ରୁ ଅଧିକ ଚାଷୀ ମିଲରଙ୍କୁ ଅପେକ୍ଷା କରିଛନ୍ତି। ୫ ଦିନ ହେବ ମିଲର ଦେଖାନାହିଁ। ଆଉ ଏବେ ହୋଇଥିବା ଅଦିନିଆ ବର୍ଷାରେ ଭିଜୁଛି ଧାନ।

ସମାନ ଚିତ୍ର ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ବାଲିଛଡ଼ା ମଣ୍ଡିରେ। ୪୦ରୁ ଅଧିକ ଚାଷୀ ମଣ୍ଡିକୁ ଧାନ ଆଣି ଦିନ ରାତି ଜଗି ବସିଛନ୍ତି। ହେଲେ ମିଲର୍ ଆସୁନି, କି ଧାନ ଉଠୁନି। ଏଭଳି ସ୍ଥିତିରେ ଅନେକ ଚାଷୀଙ୍କ ଅନଲାଇନ୍ ଟୋକନର ସମୟସୀମା ଶେଷ ହୋଇଥିବା ବେଳେ ଏପଟେ ଚାଷୀର ପେଟକୁ ଲାତ ମାରିଛି ଅଦିନିଆ ବର୍ଷା। ଯାହାକୁ ନେଇ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।

ଏପଟେ ପଶ୍ଚିମ, ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାର ଅଧିକାଂଶ ଜିଲ୍ଲାକୁ ହଠାତ ବର୍ଷା ଭିଜାଇ ଦେବା ପରେ ପୁଣି ଫେରିଛି ହାଲକା ଶୀତ। ବିଶେଷକରି ଉପକୂଳ ଓଡ଼ିଶାରେ ଆଜି ଦିନ ତମାମ ଢାଙ୍କି ରଖିଛି କୋହଲା ପାଗ। ମେଘାଚ୍ଛନ୍ନ ଆକାଶ ଓ ଝିପି ଝିପି ବର୍ଷା ବି ଜନଜୀବନକୁ ପ୍ରଭାବିତ କରିଛି। ତେବେ ଏ ବର୍ଷାରେ ଦିନେ ଦୁଇଦିନ ଭିତରେ ତାପାମାତ୍ରାରେ ସେଭଳି କିଛି ପରିବର୍ତ୍ତନ ହେବାକୁ ନଥିଲେ ମଧ୍ୟ ୮ କିମ୍ବା ୯ ତାରିଖରୁ ପାରଦ ତଳକୁ ଖସିବା ଅନୁମାନ କରିଛି ପାଣିପାଗ ବିଭାଗ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story