ଲଗାଣ ବର୍ଷା ଯୋଗୁ ପୋଲ ଉପରେ ଚାଲିଛି ପାଣି

ସୁବର୍ଣ୍ଣପୁର(ରବୀନ୍ଦ୍ର ହୋତା): ଲଗାଣ ବର୍ଷା ଯୋଗୁ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ୍‌ ଭୂତିଆପାଲି ନିକଟରେ ଥିବା ଘୁଂଘିଯୋର ସେତୁ ଉପରେ ପ୍ରାୟ ୪ ଫୁଟ୍‌ ଉଚ୍ଚର ବର୍ଷା ପାଣି ପ୍ରବାହିତ ହେଉଛି। ତେଣୁ ବୀରମହାରାଜପୁର ବ୍ଲକ୍‌ ମହକୁମାରୁ ଲୁତୁରପଙ୍କ, ବହଳପଦର, ଦୁର୍ଜନତଇଲା ଓ ଖଣ୍ଡହତା ପଞ୍ଚାୟତକୁ ଯୋଗାଯୋଗ ବିଚ୍ଛିନ୍ନ ରହିଛି। ସେହପରି ବୀରମହାରାଜପୁରରୁ ରେଢ଼ାଖୋଲ ଏବଂ ଚାରମାଳ ଦେଇ ସମ୍ୱଲପୁରକୁ ମଧ୍ୟ  ଗମନାଗମନ ବାଧାପ୍ରାପ୍ତ ହୋଇଛି। ଏଥିସହ ରାସ୍ତାର ଉଭୟ ପାର୍ଶ୍ୱରେ ଗାଡ଼ି ମୋଟର ଅଟକି ରହିଥିବା […]

sonpur

sonpur

Jyoshna Pradhan
  • Published: Monday, 29 July 2019
  • Updated: 29 July 2019, 01:30 PM IST

Sports

Latest News

ସୁବର୍ଣ୍ଣପୁର(ରବୀନ୍ଦ୍ର ହୋତା): ଲଗାଣ ବର୍ଷା ଯୋଗୁ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ୍‌ ଭୂତିଆପାଲି ନିକଟରେ ଥିବା ଘୁଂଘିଯୋର ସେତୁ ଉପରେ ପ୍ରାୟ ୪ ଫୁଟ୍‌ ଉଚ୍ଚର ବର୍ଷା ପାଣି ପ୍ରବାହିତ ହେଉଛି। ତେଣୁ ବୀରମହାରାଜପୁର ବ୍ଲକ୍‌ ମହକୁମାରୁ ଲୁତୁରପଙ୍କ, ବହଳପଦର, ଦୁର୍ଜନତଇଲା ଓ ଖଣ୍ଡହତା ପଞ୍ଚାୟତକୁ ଯୋଗାଯୋଗ ବିଚ୍ଛିନ୍ନ ରହିଛି।

ସେହପରି ବୀରମହାରାଜପୁରରୁ ରେଢ଼ାଖୋଲ ଏବଂ ଚାରମାଳ ଦେଇ ସମ୍ୱଲପୁରକୁ ମଧ୍ୟ  ଗମନାଗମନ ବାଧାପ୍ରାପ୍ତ ହୋଇଛି। ଏଥିସହ ରାସ୍ତାର ଉଭୟ ପାର୍ଶ୍ୱରେ ଗାଡ଼ି ମୋଟର ଅଟକି ରହିଥିବା ଦେଖିବାକୁ ମିଳିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story