ପାଲଲହଡ଼ା ହସପିଟାଲରେ ପାଣି, ହନ୍ତସନ୍ତ ହେଉଛନ୍ତି ରୋଗୀ

<p>ଅନୁଗୋଳ: ଅସରାଏ ବର୍ଷାରେ ଅନୁଗୋଳ ଜିଲ୍ଲା ପାଲଲହଡ଼ା ହସପିଟାଲ ଭିତରେ ପାଣି। ପାଣି ଭିତରେ ଉବୁଟୁବୁ ହେଉଛନ୍ତି ରୋଗୀ ଓ ତାଙ୍କ ସମ୍ପର୍କୀୟ। ହସ୍ପିଟାଲ ଭିତରେ ରୋଗୀମାନେ ଏକପ୍ରକାର ଜଳବନ୍ଦୀ ଜୀବନ କାଟୁଛନ୍ତି। ଏପରିକି ନିକଟ ନାଳନର୍ଦ୍ଦମାର ପାଣି ପଶୁଛି ହସ୍ପିଟାଲ ଭିତରେ। ରୋଗୀ ଓ ତାଙ୍କ ସଂପର୍କୀୟମାନେ ବେଡ୍ ଉପରୁ ଗୋଡ଼ କାଢ଼ି ପାରୁନାହାନ୍ତି।</p> <p>ଗତକାଲି ସାମାନ୍ୟ ବର୍ଷା ଯୋଗୁଁ ମେଡିକାଲରେ ସୃଷ୍ଟି ହୋଇଛି ଏଭଳି ପରିସ୍ଥିତି। ପ୍ରତିବର୍ଷ ବର୍ଷା ଦିନେ ରୋଗୀମାନେ ଏଭଳି ସମସ୍ୟାର ସମ୍ମୁଖୀନ ହେଉଥିଲେ ମଧ୍ୟ ପ୍ରଶାସନ କୌଣସି ପଦକ୍ଷେପ ନେଉନି।</p>

Ordigital Desk
  • Published: Sunday, 09 July 2017
  • Updated: 09 July 2017, 12:49 PM IST

Sports

Latest News

<p>ଅନୁଗୋଳ: ଅସରାଏ ବର୍ଷାରେ ଅନୁଗୋଳ ଜିଲ୍ଲା ପାଲଲହଡ଼ା ହସପିଟାଲ ଭିତରେ ପାଣି। ପାଣି ଭିତରେ ଉବୁଟୁବୁ ହେଉଛନ୍ତି ରୋଗୀ ଓ ତାଙ୍କ ସମ୍ପର୍କୀୟ। ହସ୍ପିଟାଲ ଭିତରେ ରୋଗୀମାନେ ଏକପ୍ରକାର ଜଳବନ୍ଦୀ ଜୀବନ କାଟୁଛନ୍ତି। ଏପରିକି ନିକଟ ନାଳନର୍ଦ୍ଦମାର ପାଣି ପଶୁଛି ହସ୍ପିଟାଲ ଭିତରେ। ରୋଗୀ ଓ ତାଙ୍କ ସଂପର୍କୀୟମାନେ ବେଡ୍ ଉପରୁ ଗୋଡ଼ କାଢ଼ି ପାରୁନାହାନ୍ତି।</p><p>ଗତକାଲି ସାମାନ୍ୟ ବର୍ଷା ଯୋଗୁଁ ମେଡିକାଲରେ ସୃଷ୍ଟି ହୋଇଛି ଏଭଳି ପରିସ୍ଥିତି। ପ୍ରତିବର୍ଷ ବର୍ଷା ଦିନେ ରୋଗୀମାନେ ଏଭଳି ସମସ୍ୟାର ସମ୍ମୁଖୀନ ହେଉଥିଲେ ମଧ୍ୟ ପ୍ରଶାସନ କୌଣସି ପଦକ୍ଷେପ ନେଉନି।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos