ରାଜା ଆଚାର୍ଯ୍ୟଙ୍କୁ ମିଳିଲା ସର୍ତ୍ତମୂଳକ ଜାମିନ

ଭୁବନେଶ୍ୱର: ଜୁଡୋ କୋଚ୍‌ ବିରଞ୍ଚି ଦାଶ ହତ୍ୟା ମାମଲାରେ ଜେଲରେ ଥିବା ଗ୍ୟାଙ୍ଗଷ୍ଟାର ରାଜା ଆଚାର୍ଯ୍ୟଙ୍କୁ ସର୍ତ୍ତମୂଳକ ଜାମିନ ମିଳିଛି।  ଭୁବନେଶ୍ୱର ଏଡିଜେ କୋର୍ଟ- ୱାନ୍‌ ରାଜାଙ୍କୁ  ଏହି ଜାମିନ ପ୍ରଦାନ କରିଛନ୍ତି। ଅଭିନେତ୍ରୀ ବିଦୁସ୍ମିତାଙ୍କ ଭାଇ ଅରୁଣ ମନ୍ତ୍ରୀଙ୍କୁ ହତ୍ୟା ଧମକ ମାମଲାରେ କୋର୍ଟ ଜାମିନ ପ୍ରଦାନ କରିଛନ୍ତି। ୩୦ହଜାର ଟଙ୍କା ସହ ୨ ଜାମିନଦାରଙ୍କ ବଦଳରେ ରାଜାଙ୍କୁ ଜାମିନ ଦେଇଛନ୍ତି କୋର୍ଟ। ପୂର୍ବରୁ ବିରଞ୍ଚି ଦାସ ହତ୍ୟା ମାମଲାରେ ସୁପ୍ରିମକୋର୍ଟରୁ  ରାଜା ଆଚାର୍ଯ୍ୟଙ୍କୁ ଜାମିନ […]

raja-acharya-1

Rakesh Mallick
  • Published: Saturday, 18 March 2017
  • , Updated: 18 March 2017, 09:45 AM IST

ଭୁବନେଶ୍ୱର: ଜୁଡୋ କୋଚ୍‌ ବିରଞ୍ଚି ଦାଶ ହତ୍ୟା ମାମଲାରେ ଜେଲରେ ଥିବା ଗ୍ୟାଙ୍ଗଷ୍ଟାର ରାଜା ଆଚାର୍ଯ୍ୟଙ୍କୁ ସର୍ତ୍ତମୂଳକ ଜାମିନ ମିଳିଛି।  ଭୁବନେଶ୍ୱର ଏଡିଜେ କୋର୍ଟ- ୱାନ୍‌ ରାଜାଙ୍କୁ  ଏହି ଜାମିନ ପ୍ରଦାନ କରିଛନ୍ତି। ଅଭିନେତ୍ରୀ ବିଦୁସ୍ମିତାଙ୍କ ଭାଇ ଅରୁଣ ମନ୍ତ୍ରୀଙ୍କୁ ହତ୍ୟା ଧମକ ମାମଲାରେ କୋର୍ଟ ଜାମିନ ପ୍ରଦାନ କରିଛନ୍ତି। ୩୦ହଜାର ଟଙ୍କା ସହ ୨ ଜାମିନଦାରଙ୍କ ବଦଳରେ ରାଜାଙ୍କୁ ଜାମିନ ଦେଇଛନ୍ତି କୋର୍ଟ।

ପୂର୍ବରୁ ବିରଞ୍ଚି ଦାସ ହତ୍ୟା ମାମଲାରେ ସୁପ୍ରିମକୋର୍ଟରୁ  ରାଜା ଆଚାର୍ଯ୍ୟଙ୍କୁ ଜାମିନ ମିଳିଥିଲା।

Related story