ରାଜଧାନୀରେ ଆମ୍ୱେଦକରଙ୍କୁ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର: ଆଜି ସମ୍ୱିଧାନ ପ୍ରଣେତା ବାବା ଭୀମରାଓ ଆମ୍ୱେଦକରଙ୍କ ୧୨୫ତମ ଜନ୍ମତିଥି। ଏହି ମହାନ୍ ଅର୍ଥନୈତିଜ୍ଞ ତଥା ସମାଜ ସଂସ୍କାରକଙ୍କ ସ୍ମୃତିରେ ଆଜି ରାଜଧାନୀରେ ଆମ୍ୱେଦକରଙ୍କ ଜୟନ୍ତୀ ପାଳନ କରାଯାଇଛି। ଭୁବନେଶ୍ୱର ଏଜି ଛକଠାରେ ଆମ୍ୱେଦକରଙ୍କ ପ୍ରତିମୂର୍ତ୍ତିରେ ବିଭିନ୍ନ ରାଜନୈତିକ ଓ ସ୍ୱେଚ୍ଛାସେବୀ ସଙ୍ଗଠନ ପକ୍ଷରୁ ମାଲ୍ୟାର୍ପଣ କରାଯିବା ସହ ତାଙ୍କ ସ୍ମୃତି ଚାରଣ କରାଯାଇଥିଲା। ଏହି ଅବସରରେ ବିଜେପି ସଭାପତି ବସନ୍ତ ପଣ୍ଡା, ବିଜେପି ନେତା  ପୃଥ୍ୱୀରାଜ ହରିଚନ୍ଦନ, ପିସିସି ସଭାପତି ପ୍ରସାଦ ହରିଚନ୍ଦନ ପ୍ରମୁଖ […]

bbsr

bbsr

Rakesh Mallick
  • Published: Thursday, 14 April 2016
  • Updated: 14 April 2016, 07:05 AM IST

Sports

Latest News

ଭୁବନେଶ୍ୱର: ଆଜି ସମ୍ୱିଧାନ ପ୍ରଣେତା ବାବା ଭୀମରାଓ ଆମ୍ୱେଦକରଙ୍କ ୧୨୫ତମ ଜନ୍ମତିଥି। ଏହି ମହାନ୍ ଅର୍ଥନୈତିଜ୍ଞ ତଥା ସମାଜ ସଂସ୍କାରକଙ୍କ ସ୍ମୃତିରେ ଆଜି ରାଜଧାନୀରେ ଆମ୍ୱେଦକରଙ୍କ ଜୟନ୍ତୀ ପାଳନ କରାଯାଇଛି। ଭୁବନେଶ୍ୱର ଏଜି ଛକଠାରେ ଆମ୍ୱେଦକରଙ୍କ ପ୍ରତିମୂର୍ତ୍ତିରେ ବିଭିନ୍ନ ରାଜନୈତିକ ଓ ସ୍ୱେଚ୍ଛାସେବୀ ସଙ୍ଗଠନ ପକ୍ଷରୁ ମାଲ୍ୟାର୍ପଣ କରାଯିବା ସହ ତାଙ୍କ ସ୍ମୃତି ଚାରଣ କରାଯାଇଥିଲା। ଏହି ଅବସରରେ ବିଜେପି ସଭାପତି ବସନ୍ତ ପଣ୍ଡା, ବିଜେପି ନେତା  ପୃଥ୍ୱୀରାଜ ହରିଚନ୍ଦନ, ପିସିସି ସଭାପତି ପ୍ରସାଦ ହରିଚନ୍ଦନ ପ୍ରମୁଖ ଉପସ୍ଥିତ ଥିଲେ।

କଂଗ୍ରେସର ଅନୁସୂଚିତ ଜାତି ବିଭାଗ ପକ୍ଷରୁ ଆଜିଠାରୁ ରାଜ୍ୟବ୍ୟାପୀ ‘ଭୀମ ଜ୍ୟୋତି’ ଥର ଯାତ୍ରା ଆରମ୍ଭ ହୋଇଥିବା ପ୍ରସାଦ ହରିଚନ୍ଦନ କହିଛନ୍ତି। ଏହି ସମୟରେ ବିଭିନ୍ନ ଲୋକନୃତ୍ୟୁର ଆୟୋଜନ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story