ଖୋଲିଲା ରାଜଭବନ ପୁଷ୍ପ ଉଦ୍ୟାନ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସର୍ବସାଧାରଣଙ୍କ ପରିଦର୍ଶନ ପାଇଁ ଗତକାଲିଠାରୁ ଖୋଲାଯାଇଛି ରାଜଭବନ ପୁଷ୍ପ ଉଦ୍ୟାନ। ସେଠାରେ ବୁଲି ଭଳିକି ଭଳି ଫୁଲ, ଗଛ ଓ ଫାଉଣ୍ଟେନ୍ ଆଦି ଦେଖିବାକୁ ଲୋକଙ୍କ ଭିଡ଼ ଜମୁଛି। ଏଥିସହ ହରିଣ ପାର୍କ ଓ ଆକ୍ୱାରିୟମ୍ ମଧ୍ୟ ସ୍ୱତନ୍ତ୍ର ଆକର୍ଷଣ ସୃଷ୍ଟି କରୁଛି। ଲୋକେ ଏଭଳି ସୁନ୍ଦର ପରିବେଶରେ ପ୍ରିୟ ପରିଜନଙ୍କ ସହ ସେଲ୍‌ଫି ନେବାକୁ ହାତଛଡ଼ା କରୁନାହାନ୍ତି। ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ସ୍କୁଲ ଛାତ୍ରଛାତ୍ରୀ ଓ ଜନସାଧାରଣଙ୍କ ପାଇଁ […]

bbsr.

bbsr.

Tapaswini Nayak
  • Published: Monday, 06 January 2020
  • Updated: 06 January 2020, 10:09 AM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସର୍ବସାଧାରଣଙ୍କ ପରିଦର୍ଶନ ପାଇଁ ଗତକାଲିଠାରୁ ଖୋଲାଯାଇଛି ରାଜଭବନ ପୁଷ୍ପ ଉଦ୍ୟାନ। ସେଠାରେ ବୁଲି ଭଳିକି ଭଳି ଫୁଲ, ଗଛ ଓ ଫାଉଣ୍ଟେନ୍ ଆଦି ଦେଖିବାକୁ ଲୋକଙ୍କ ଭିଡ଼ ଜମୁଛି। ଏଥିସହ ହରିଣ ପାର୍କ ଓ ଆକ୍ୱାରିୟମ୍ ମଧ୍ୟ ସ୍ୱତନ୍ତ୍ର ଆକର୍ଷଣ ସୃଷ୍ଟି କରୁଛି। ଲୋକେ ଏଭଳି ସୁନ୍ଦର ପରିବେଶରେ ପ୍ରିୟ ପରିଜନଙ୍କ ସହ ସେଲ୍‌ଫି ନେବାକୁ ହାତଛଡ଼ା କରୁନାହାନ୍ତି। ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ସ୍କୁଲ ଛାତ୍ରଛାତ୍ରୀ ଓ ଜନସାଧାରଣଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି।

ଗତକାଲି ପ୍ରଥମ ଦିନରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଦର୍ଶକଙ୍କୁ ଭେଟିବା ସହ କୁନିକୁନି ପିଲାଙ୍କୁ ଚକୋଲେଟ୍ ବାଣ୍ଟିଥିଲେ।  ଆସନ୍ତା ୧୯ ତାରିଖ ଯାଏ ସର୍ବସାଧାରଣଙ୍କ ପାଇଁ ରାଜଭବନ ଉଦ୍ୟାନ ଖୋଲା ରହିବ।

ପ୍ରତିଦିନ ଅପରାହ୍ଣ ୨ଟା ୩୦ରୁ ସଂଧ୍ୟା ୫ଟା ଯାଏ ରାଜଭବନ ପୁଷ୍ପ ଉଦ୍ୟାନ ଖୋଲା ରହିବ। ସ୍କୁଲ କର୍ତ୍ତୃପକ୍ଷଙ୍କ ଅନୁରୋଧରେ ଛାତ୍ରଛାତ୍ରୀମାନେ ଜାନୁୟାରୀ ୬ରୁ ୨୧ତାରିଖ ପର୍ଯ୍ୟନ୍ତ ରବିବାର ବ୍ୟତୀତ ପ୍ରତ୍ୟେକ ସକାଳ ସାଢ଼େ ୮ଟାରୁ ୧୦ଟା ମଧ୍ୟରେ ରାଜଭବନ ଉଦ୍ୟାନ ବୁଲିପାରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story