ରାଜ୍ୟରେ ବିଭିନ୍ନ ଶୈବପୀଠରେ ଜଳଲାଗି କଲେ କାଉଡିଆ

ଭୁବନେଶ୍ୱର: ଆଜି ଶ୍ରାବଣ ମାସର ଶେଷ ସୋମାବାର। ଏହି ଅବସରରେ ରାଜ୍ୟର ବିଭିନ୍ନ ଶୈବପୀଠରେ କାଉଡିଆମାନେ ଜଳଲାଗି କରିଛନ୍ତି । ଭୁବନେଶ୍ୱରର ଲିଙ୍ଗରାଜ, ପୁରୀର ଲୋକନାଥ, ଢେଙ୍କାନାଳର କପିଳାସ, ଆଠଗଡର ଧବଳେଶ୍ୱର, ଭଦ୍ରକର ହାଖଣ୍ଡଳମଣି, ଯାଜପୁରର ମହାବିନାୟକ, ଜୟପୁରର ଗୁପ୍ତେଶ୍ୱର ସମେତ ରାଜ୍ୟର ପ୍ରମୁଖ ଶିବ ପୀଠରେ କାଉଡିଆଙ୍କ ଭିଡ ଦେଖିବାକୁ ମିଳୁଛି । ଏସବୁ ସ୍ଥାନରେ ମନ୍ଦିର ପ୍ରଶାସନ ପକ୍ଷରୁ ଜଳଲାଗି ସୁରୁଖୁରରେ ହେବ ଲାଗି ବିଭିନ୍ନ ପଦକ୍ଷେପ ନିଆଯାଇଛି । କାଉଡିଆମାନେ ଲମ୍ବା ଧାଡିଲେ […]

b

b

Rakesh Mallick
  • Published: Monday, 24 August 2015
  • Updated: 24 August 2015, 07:20 AM IST

ଭୁବନେଶ୍ୱର: ଆଜି ଶ୍ରାବଣ ମାସର ଶେଷ ସୋମାବାର। ଏହି ଅବସରରେ ରାଜ୍ୟର ବିଭିନ୍ନ ଶୈବପୀଠରେ କାଉଡିଆମାନେ ଜଳଲାଗି କରିଛନ୍ତି । ଭୁବନେଶ୍ୱରର ଲିଙ୍ଗରାଜ, ପୁରୀର ଲୋକନାଥ, ଢେଙ୍କାନାଳର କପିଳାସ, ଆଠଗଡର ଧବଳେଶ୍ୱର, ଭଦ୍ରକର ହାଖଣ୍ଡଳମଣି, ଯାଜପୁରର ମହାବିନାୟକ, ଜୟପୁରର ଗୁପ୍ତେଶ୍ୱର ସମେତ ରାଜ୍ୟର ପ୍ରମୁଖ ଶିବ ପୀଠରେ କାଉଡିଆଙ୍କ ଭିଡ ଦେଖିବାକୁ ମିଳୁଛି । ଏସବୁ ସ୍ଥାନରେ ମନ୍ଦିର ପ୍ରଶାସନ ପକ୍ଷରୁ ଜଳଲାଗି ସୁରୁଖୁରରେ ହେବ ଲାଗି ବିଭିନ୍ନ ପଦକ୍ଷେପ ନିଆଯାଇଛି । କାଉଡିଆମାନେ ଲମ୍ବା ଧାଡିଲେ ଆସି ମହାଦେବଙ୍କ ଠାରେ ଜଳଲାଗି କରୁଛନ୍ତି । ସେହିପରି ଶାନ୍ତିଶୃଙ୍ଖଳା ଲାଗି ପୋଲିସ ପ୍ରଶାସନ ପକ୍ଷରୁ ବିଭିନ୍ନ ଦେବାଳୟରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି ।

ଆଠଗଡ ଧବଳେଶ୍ୱର ଶୈବପୀଠରେ ଲାଗିଛି କାଉଡିଆଙ୍କ ଭିଡ। ଭକ୍ତଙ୍କ ଦର୍ଶନ ଲାଗି ରାତି ତିନିଟାରୁ ମନ୍ଦିର ଖୋଲା ଯାଇଥିଲା। ଧବଳେଶ୍ୱରଙ୍କୁ  ଜଳାଭିଷେକ କରିଥିଲେ କାଉଡିଆ। ଭକ୍ତଙ୍କ ଭିଡକୁ ଦେଖି ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିଲା। ଭୁବନେଶ୍ୱରରେ ଲିଙ୍ଗରାଜଙ୍କଠାରେ ଜଳଲାଗି ଲାଗି କାଉଡିଆଙ୍କ ଲମ୍ବା ଧାଡି ଦେଖିବାକୁ ମିଳିଥିଲା । କଟକର ଗଡଗଡିଆ ଘଟରୁ ହଜାର ହଜାର କାଉଡିଆ ପବିତ୍ର ଜଳ ଉଠାଇ ଲିଙ୍ଗରାଜ ମନ୍ଦିର ଅଭିମୁଖେ ଆସିଥିଲେ । କାଉଡିଆଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା । ଏନଏଚ-୫ର ବିଭିନ୍ନ ଛକ ସ୍ଥାନାରେ ପୋଲିସକୁ ମୁତୟନ କରାଯାଥିବା ଦେଖିବାକୁ ମିଳିଥିଲା । ଭଦ୍ରକ ଜିଲ୍ଲାର ଶୈବପୀଠ ଆଖଣ୍ଡମଣିଙ୍କ ଧାମରେ କାଉଡିଆଙ୍କ ଭିଡ ଦେଖିବାକୁ ମିଳିଥିଲା। କାଉଡିଆମାନେ ଭୋର ୪ଟାରେ  ମନ୍ଦିର ପହଡ ଖୋଲିବା ପରେ ଧାଡିରେ ଯାଇ ମହାଦେବଙ୍କୁ ଜଳ ଲାଗି କରିଥିଲେ। ପୁରୀର ପ୍ରସିଦ୍ଧ ଲୋକନାଥ ମନ୍ଦିରରେ ମଧ୍ୟ କାଉଡିଆଙ୍କୁ ଭିଡ ଦେଖିବାକୁ ମିଳିଥିଲା । ହଜାର ହଜାର ସଂଖ୍ୟାରେ କାଉଡିଆ ଲମ୍ବା ଧାଡିରେ ଯାଇ ବାବା ଲୋକନାଥଙ୍କଠାରେ ଜଳଲାଗି କରିଥିଲେ । ସେହିପରି ଢେଙ୍କାନାଳର ପ୍ରସିଦ୍ଧ କପିଳାସଙ୍କଠାରେ ମଧ୍ୟ ହଜାର ହଜାର କାଉଡିଆ ଜଳଲାଗି କରିଥିଲେ । ବିଭିନ୍ନ ସ୍ଥାନରୁ କାଉଡିଆମାନେ ପବିତ୍ର ଜଳ ଆଣି କପିଳାସକୁ ଯାତ୍ରା କରିଥିଲେ । ୧୩୫୨ ପାହାଚ ଚଢି କାଉଡିଆମାନେ ବାବାଙ୍କଠାରେ ଜଳଲାଗି କରିଥିଲେ ।

ବଲାଙ୍ଗିର ସହରର ଶୈବପୀଠଗୁଡିକରେ ଆଜି ସକାଳୁ ଦେଖିବାକୁ ମିଳିଥିଲା କାଉଡିଆଙ୍କ ଭିଡ । ଶାନ୍ତି ଶୃଙ୍ଖଳାରେ ସମସ୍ତେ ଜଳାଭିଷେକ କରିଥିଲେ। ବୌଦ୍ଧ ଜିଲ୍ଲାର ଜହ୍ନାପଙ୍କଠାରେ ଥିବା ପ୍ରସିଦ୍ଧ ଗନ୍ଧରାହି ଶୈବପିଠରେ ବୋଲବମ ଭକ୍ତଙ୍କ  ଜଳାଭିଷେକ କରିଥିଲେ । ରାୟଗଡା ଜିଲ୍ଲା ଗୁଣପୁର ଅଞ୍ଚଳର ବିଭିନ୍ନ ଶୈବପୀଠରେ କାଉଡିଆଙ୍କ ଭିଡ ଦେଖିବାକୁ ମିଳିଥିଲା । ପଦ୍ମପୁରର ଐତିହାସିକ ଶୈବପୀଠ ନୀଳକଣ୍ଠେଶ୍ୱର, ମଲିକେଶ୍ୱର, ପୁଡୁଗେଶ୍ୱର ମନ୍ଦିରରେ କାଉଡିଆଙ୍କ ଗହଳି ଲାଗିଥିଲା। ବଂଶଧାରା ନଦୀରୁ କାଉଡିଆମାନେ ପବିତ୍ର ଜଳ ଆଣି ନିଜ ନିଜ ମାନସିକ କରିଥିବା ମନ୍ଦିରକୁ ଯାଇଥିଲେ । ଓଡ଼ିଶାର ଅନ୍ୟତମ ପ୍ରସିଦ୍ଧ ଶୈବପୀଠ ଶରଣକୁଳର ଲଡୁବାବା ମନ୍ଦିରରେ ଶ୍ରାବଣ ଶେଷ ସୋମବାର କାଉଡ଼ିଆଙ୍କ ଭିଡ଼ ଦେଖିବାକୁ ମିଳିଥିଲା। ରାଜ୍ୟର ବିଭିନ୍ନ ସ୍ଥାନରୁ ହଜାର ହଜାର ଶ୍ରଦ୍ଧାଳୁ ଲଡ଼ୁବାବାଙ୍କ ପୀଠକୁ ଆସି ଜଳଲାଗି କରିଥିଲେ । ଏଠାରେ ଶ୍ରଦ୍ଧାଳୁମାନେ କଣ୍ଟିଲୋ ଦେଇ ଯାଇଥିବା ମହାନଦୀରୁ ପାଣି ଆଣି ଲଡୁବାବାଙ୍କୁ ଜଳାଭିଷେକ କରିଥିଲେ । ପଶ୍ଚିମ ଓଡିଶାର ପ୍ରସିଦ୍ଧ ଶୈବପୀଠ ହିରିଶଙ୍କର ମନ୍ଦିରରେ ସକାଳୁ ହଜାର ହଜାର ବୋଲବମ ଭକ୍ତଙ୍କ ଭିଡ ଦେଖିବାକୁ ମିଳିଥିଲା।  ଭକ୍ତମାନେ ହରିଶଙ୍କର ଝରଣାରୁ ଜଳ ଉଠାଇ ଜଳାଭିଷେକ କରିଥିଲେ। ସୁବର୍ଣ୍ଣପୁର ଜିଲ୍ଲାର ଅଷ୍ଟଶମ୍ବୁଙ୍କ ପୀଠରେ ଜଳଲାଗି  କରିଥିଲେ କାଉଡିଆ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story