ରାଜ୍ୟର ୭ ଜିଲ୍ଲାରେ ଖୋଲିବ ୧୫୫ ମୁକ୍ତ ବିଦ୍ୟାଳୟ

ଭୁବନେଶ୍ୱର: ରାଜ୍ୟରେ ଖୋଲିବ ମୁକ୍ତ ବିଦ୍ୟାଳୟ। ଓଡିଶା ମୁକ୍ତ ବିଦ୍ୟାଳୟ ସଂଗଠନର ସାଧାରଣ ବୈଠକରେ ଏହି ନିଷ୍ପତ୍ତି ହୋଇଛି। ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ଦେବୀପ୍ରସାଦ ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ରାଜ୍ୟର ୭ଟି ଜିଲ୍ଲାରେ ୧୧୫ଟି ମୁକ୍ତ ବିଦ୍ୟାଳୟ ଖୋଲାଯିବ ବୋଲି ଆଲୋଚନା ହୋଇଥିଲା। ଖୁବଶୀଘ୍ର ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ୍ ଓପନ୍ ସ୍କୁଲ ସହିତ ଏକ ଚୁକ୍ତିନାମା ସ୍ୱାକ୍ଷରିତ ହେବ। ଫଳରେ ସାଧାରଣ ଶିକ୍ଷାରୁ ବଞ୍ଚିତ ବିଦ୍ୟାର୍ଥୀ ଏହାର ସୁବିଧା ପାଇପାରିବେ। ବର୍ତ୍ତମାନ ସୁଦ୍ଧା ୩୧୬୮ ପିଲା […]

dabi prasada

Rakesh Mallick
  • Published: Wednesday, 14 October 2015
  • , Updated: 14 October 2015, 06:14 AM IST

ଭୁବନେଶ୍ୱର: ରାଜ୍ୟରେ ଖୋଲିବ ମୁକ୍ତ ବିଦ୍ୟାଳୟ। ଓଡିଶା ମୁକ୍ତ ବିଦ୍ୟାଳୟ ସଂଗଠନର ସାଧାରଣ ବୈଠକରେ ଏହି ନିଷ୍ପତ୍ତି ହୋଇଛି। ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ଦେବୀପ୍ରସାଦ ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ରାଜ୍ୟର ୭ଟି ଜିଲ୍ଲାରେ ୧୧୫ଟି ମୁକ୍ତ ବିଦ୍ୟାଳୟ ଖୋଲାଯିବ ବୋଲି ଆଲୋଚନା ହୋଇଥିଲା। ଖୁବଶୀଘ୍ର ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ୍ ଓପନ୍ ସ୍କୁଲ ସହିତ ଏକ ଚୁକ୍ତିନାମା ସ୍ୱାକ୍ଷରିତ ହେବ। ଫଳରେ ସାଧାରଣ ଶିକ୍ଷାରୁ ବଞ୍ଚିତ ବିଦ୍ୟାର୍ଥୀ ଏହାର ସୁବିଧା ପାଇପାରିବେ। ବର୍ତ୍ତମାନ ସୁଦ୍ଧା ୩୧୬୮ ପିଲା ରେଜିଷ୍ଟ୍ରେସନ କରିସାରିଲେଣି। ଏହି ବିଦ୍ୟାଳୟର ପରୀକ୍ଷା ପରିଚାଳନା କରିବ ବୋର୍ଡ ଅଫ ସେକଣ୍ଡାରି ଏଜୁକେସନ। ପ୍ରତି ଜିଲ୍ଲାରୁ ୫ଜଣ ଶିକ୍ଷକଙ୍କୁ ପ୍ରଥମେ ଟ୍ରେନିଂ ଦିଆଯିବ।

Related story