ରାଜ୍ୟରେ ଅବାଧ ଶିକାରକୁ ରୋକିବା ପାଇଁ ଗଠନ ହେବ ବନ୍ୟ ସଂରକ୍ଷଣ କମିଟି

ଭୁବନେଶ୍ୱର:ରାଜ୍ୟରେ ଅବାଧ ଶିକାରକୁ ରୋକିବା ପାଇଁ ଖୁବଶୀଘ୍ର ବନ୍ୟ ସଂରକ୍ଷଣ କମିଟି ଗଠନ କରାଯିବ । ସେହିପରି ବିଦ୍ୟୁତ ଆଘାତ୍ ସମେତ ବିଭିନ୍ନ କାରଣରୁ ହେଉଥିବା ହାତୀ ମୃତ୍ୟୁକୁ ରୋକିବା ପାଇଁ ବିଦ୍ୟୁତ ଖୁଣ୍ଟ ମରାମତି ସହିତ ବାରଟୁଲ ମଧ୍ୟ ଲଗାଯାଉଛି। ଭୁବନେଶ୍ୱରରେ ରାଜ୍ୟସ୍ତରୀୟ ୬୧ତମ ବନ୍ୟପ୍ରାଣୀ ସପ୍ତାହ  ପାଳନ ଅବସରରେ ଏହି ସୂଚନା ଦିଆଯାଇଛି । ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ବନ୍ୟ ଜୀବଜନ୍ତୁଙ୍କୁ  ନେଇ ଆୟୋଜିତ […]

BHU

Rakesh Mallick
  • Published: Tuesday, 06 October 2015
  • , Updated: 06 October 2015, 02:56 AM IST

ଭୁବନେଶ୍ୱର:ରାଜ୍ୟରେ ଅବାଧ ଶିକାରକୁ ରୋକିବା ପାଇଁ ଖୁବଶୀଘ୍ର ବନ୍ୟ ସଂରକ୍ଷଣ କମିଟି ଗଠନ କରାଯିବ । ସେହିପରି ବିଦ୍ୟୁତ ଆଘାତ୍ ସମେତ ବିଭିନ୍ନ କାରଣରୁ ହେଉଥିବା ହାତୀ ମୃତ୍ୟୁକୁ ରୋକିବା ପାଇଁ ବିଦ୍ୟୁତ ଖୁଣ୍ଟ ମରାମତି ସହିତ ବାରଟୁଲ ମଧ୍ୟ ଲଗାଯାଉଛି। ଭୁବନେଶ୍ୱରରେ ରାଜ୍ୟସ୍ତରୀୟ ୬୧ତମ ବନ୍ୟପ୍ରାଣୀ ସପ୍ତାହ  ପାଳନ ଅବସରରେ ଏହି ସୂଚନା ଦିଆଯାଇଛି । ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ବନ୍ୟ ଜୀବଜନ୍ତୁଙ୍କୁ  ନେଇ ଆୟୋଜିତ ଫଟୋଗ୍ରାଫି ଓ ଚିତ୍ରାଙ୍କନ ପ୍ରତିଯୋଗୀତାରେ କୃତିତ୍ୱ ଅର୍ଜନ କରିଥିବା ୮ ଜଣ ପ୍ରତିଯୋଗୀଙ୍କୁ  ବିଜୁପଟ୍ଟନାୟକ ବନ୍ୟ ସଂରକ୍ଷଣ ପୁରସ୍କାର ପ୍ରଦାନ କରିଥିଲେ ମୁଖ୍ୟମନ୍ତ୍ରୀ।

Related story