ରାଜ୍ୟର ଗ୍ରାଣ୍ଟ ଇନ୍ ଏଡ୍‌ ସ୍କୁଲ ଶିକ୍ଷକ ଓ କର୍ମଚାରୀଙ୍କ ଅନୁଦାନ ୧୩.୩୬ ପ୍ରତିଶତ ବୃଦ୍ଧି

ଭୁବନେଶ୍ୱର: ରାଜ୍ୟର ଗ୍ରାଣ୍ଟ ଇନ୍ ଏଡ୍‌ ସ୍କୁଲ ଶିକ୍ଷକ ଓ କର୍ମଚାରୀଙ୍କ ଅନୁଦାନ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। ଅନୁଦାନ ରାଶିକୁ ଆଉ ୧୩.୩୬ ପ୍ରତିଶତ ବୃଦ୍ଧି କରାଯାଇଛି। ଏହି ବର୍ଦ୍ଧିତ ରାଶି ଶିକ୍ଷକ ଓ କର୍ମଚାରୀଙ୍କ ଇପିଏଫର ଜମାହେବ। ଏନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ କରାଯାଇଥିବା ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ଦେବୀ ମିଶ୍ର ସୂଚନା ଦେଇଛନ୍ତି। ସରକାରଙ୍କ ଏହି ଘୋଷଣା ଦ୍ୱାରା ୩,୭୦୧ ସ୍କୁଲର ୩୧,୫୦୦ ଶିକ୍ଷକ ଓ କର୍ମଚାରୀ ଉପକୃତ ହେବେ।

davi-misra

Rakesh Mallick
  • Published: Saturday, 24 December 2016
  • , Updated: 24 December 2016, 08:34 AM IST

Related story