ରାଜ୍ୟରେ ପ୍ରାଥମିକ ଶିକ୍ଷା ବ୍ୟବସ୍ଥାର ସ୍ଥିତି ଦୟନୀୟ

ଭୁବନେଶ୍ୱର: ରାଜ୍ୟରେ ପ୍ରାଥମିକ ଶିକ୍ଷା ବ୍ୟବସ୍ଥାର ସ୍ଥିତି ଦୟନୀୟ। ସାଧାରଣ ଓ ସାମାଜିକ କ୍ଷେତ୍ର ପାଇଁ ଉପସ୍ଥାପିତ ସିଏଜି ରିପୋର୍ଟରେ ଏ ନେଇ ଉଲ୍ଲେଖ ରହିଛି। ପ୍ରାଥମିକ ଶିକ୍ଷା ପାଇଁ ୨୩ ହଜାର ୧୯୩ କୋଟି ୬୦ ଲକ୍ଷ ଟଙ୍କ। ଖର୍ଚ୍ଚ ହୋଇଥିଲେ ବି ବିଭାଗର ଦୂରଦୃଷ୍ଟି, ସଠିକ ଯୋଜନାର ଅଭାବ ଓ ନିୟମର ସଠିକ ପାଳନ ନ ହେବାରୁ ପ୍ରାଥମିକ ଶିକ୍ଷାର ସ୍ଥିତି ଖରାପ ହୋଇଛି।  ରାଜ୍ୟରେ ମାର୍ଚ୍ଚ ୨୦୧୪ ସୁଦ୍ଧା ୧୫୪୪ ଏମିତି ସ୍କୁଲ […]

sikhya

sikhya

Rakesh Mallick
  • Published: Friday, 28 August 2015
  • Updated: 28 August 2015, 04:45 PM IST

Sports

Latest News

ଭୁବନେଶ୍ୱର: ରାଜ୍ୟରେ ପ୍ରାଥମିକ ଶିକ୍ଷା ବ୍ୟବସ୍ଥାର ସ୍ଥିତି ଦୟନୀୟ। ସାଧାରଣ ଓ ସାମାଜିକ କ୍ଷେତ୍ର ପାଇଁ ଉପସ୍ଥାପିତ ସିଏଜି ରିପୋର୍ଟରେ ଏ ନେଇ ଉଲ୍ଲେଖ ରହିଛି। ପ୍ରାଥମିକ ଶିକ୍ଷା ପାଇଁ ୨୩ ହଜାର ୧୯୩ କୋଟି ୬୦ ଲକ୍ଷ ଟଙ୍କ। ଖର୍ଚ୍ଚ ହୋଇଥିଲେ ବି ବିଭାଗର ଦୂରଦୃଷ୍ଟି, ସଠିକ ଯୋଜନାର ଅଭାବ ଓ ନିୟମର ସଠିକ ପାଳନ ନ ହେବାରୁ ପ୍ରାଥମିକ ଶିକ୍ଷାର ସ୍ଥିତି ଖରାପ ହୋଇଛି।  ରାଜ୍ୟରେ ମାର୍ଚ୍ଚ ୨୦୧୪ ସୁଦ୍ଧା ୧୫୪୪ ଏମିତି ସ୍କୁଲ ଚାଲିଛି ଯେଉଁମାନଙ୍କୁ ମିଳିନି ସ୍ୱୀକୃତି। ଖାଲି ସେତିକି ନୁହେଁ ୨୦୦୯ରୁ ୨୦୧୪ ମଧ୍ୟରେ ୩୩ହଜାର ୪୯୯ ରୁ ୫୦ହଜାର ୪ଶହ ଶିକ୍ଷକ ପଦବୀ ଖାଲି ପଡିଥିଲା। ରାଜ୍ୟର ୬୨୯ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଯୋଗ୍ୟ ବିବେଚିତ ହେଉ ନ ଥିବା ଶିକ୍ଷକମାନଙ୍କୁ ୨୩କୋଟି ୬୬ଲକ୍ଷ ଟଙ୍କ।ର ଅନୁଦାନ ଦିଆଯାଇଥିଲା। ସେହିଭଳି ମଧ୍ୟାହ୍ନ ଭୋଜନ, ମାଗଣାରେ ପୁସ୍ତକ ଓ ପୋଷାକ ଯୋଗାଣ ସତ୍ତ୍ୱେ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟଗୁଡିକ ପିଲାମାନଙ୍କୁ ଆକୃଷ୍ଟ କରିବାରେ ବିଫଳ ହୋଇଥିଲେ। ରିପୋର୍ଟ ଅନୁସାରେ ୧୯୧ଟି ଅଯୋଗ୍ୟ ସ୍କୁଲକୁ ମଧ୍ୟାହ୍ନ ଭୋଜନ ଦିଆଯାଉଥିଲା । ୧୦୫.୯୮ ମାଟ୍ରିକଟନ ଚାଉଳ ତୋଷରପାତର ଅଭିଯୋଗ ହୋଇଥିଲା । ବିଭିନ୍ନ ବିଦ୍ୟାଳୟରେ ୨୫୨ କୋଟି ଟଙ୍କା ବହୁଦିନ ଧରି ଅନାଦେୟ ହୋଇ ପଡିରହିଥିଲା ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story