କମିଶନ ଦେବାକୁ ସେଇ ସାମ୍ବାଦିକଙ୍କୁ ଖୋଜୁଛନ୍ତି ସାଂସଦ ରଞ୍ଜୀବ ବିଶ୍ୱାଳ !

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):କଂଗ୍ରେସ ପକ୍ଷରୁ ରାଜ୍ୟସଭାକୁ ଯାଇଥିବା ରଞ୍ଜୀବ ବିଶ୍ୱାଳ ଏବେ କେଉଁ ସାମ୍ବାଦିକଙ୍କୁ ଖୋଜୁଛନ୍ତି ? ତାଙ୍କ ସହ କାହାର ଏମିତି କଣ ଡିଲ୍‌ ହୋଇଥିଲା ? ସେ କାହିଁକି କମିଶନ ଦେବେ ? ପୁଣି କେତେ ଟଙ୍କା ? ଏମିତି କେତେ କ’ଣ ପ୍ରଶ୍ନ ଆପଣଙ୍କ ମନକୁ ଆସୁଥାଇପାରେ। ସବୁଠୁ ବଡ଼ କଥା ହେଉଛି ସାଂସଦ ରଞ୍ଜୀବ ବିଶ୍ୱାଳ ଏହା ଖୋଲାଖୋଲି ଘୋଷଣା କରିଛନ୍ତି। ତେବେ ପ୍ରକୃତ କଥାଟି ସେୟା ନୁହେଁ। ସାମ୍ବାଦିକଙ୍କ ପ୍ରଶ୍ନରେ ଉତ୍ତର […]

ranjeeb-biswal-1

ranjeeb-biswal-1

Tapas Behera
  • Published: Wednesday, 14 August 2019
  • Updated: 14 August 2019, 04:47 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):କଂଗ୍ରେସ ପକ୍ଷରୁ ରାଜ୍ୟସଭାକୁ ଯାଇଥିବା ରଞ୍ଜୀବ ବିଶ୍ୱାଳ ଏବେ କେଉଁ ସାମ୍ବାଦିକଙ୍କୁ ଖୋଜୁଛନ୍ତି ? ତାଙ୍କ ସହ କାହାର ଏମିତି କଣ ଡିଲ୍‌ ହୋଇଥିଲା ? ସେ କାହିଁକି କମିଶନ ଦେବେ ? ପୁଣି କେତେ ଟଙ୍କା ? ଏମିତି କେତେ କ’ଣ ପ୍ରଶ୍ନ ଆପଣଙ୍କ ମନକୁ ଆସୁଥାଇପାରେ। ସବୁଠୁ ବଡ଼ କଥା ହେଉଛି ସାଂସଦ ରଞ୍ଜୀବ ବିଶ୍ୱାଳ ଏହା ଖୋଲାଖୋଲି ଘୋଷଣା କରିଛନ୍ତି। ତେବେ ପ୍ରକୃତ କଥାଟି ସେୟା ନୁହେଁ। ସାମ୍ବାଦିକଙ୍କ ପ୍ରଶ୍ନରେ ଉତ୍ତର ଦେଇ କଥା ଛଳରେ ରଞ୍ଜୀବ ଏମିତି ଏକ ବ୍ୟଙ୍ଗତ୍ମାକ ଢଙ୍ଗରେ ନିଜର ପ୍ରତିକ୍ରିୟା ରଖିଛନ୍ତି।

ବିଜେପିରେ ମିଶୁଥିବା ନେଇ ହେଉଥିବା ଚର୍ଚ୍ଚା ପ୍ରସଙ୍ଗରେ ରଞ୍ଜୀବ କହିଛନ୍ତି, "କଂଗ୍ରେସ ପରିବାରରେ ମୋର ଜନ୍ମ। ମୁଁ କଂଗ୍ରେସର ଆଦର୍ଶକୁ ବିଶ୍ୱାସ କରେ। ଏବେ ମୁଁ କଂଗ୍ରେସରେ ହିଁ ଅଛି" ବୋଲି ସେ କହିଛନ୍ତି। ସେହିପରି ଅନ୍ୟ ଦଳରେ ମିଶିବା ପାଇଁ ତାଙ୍କର ଡିଲ୍ ହୋଇଥିବା ନେଇ ଯାହା ଚର୍ଚ୍ଚା ହେଉଥିଲା ତାକୁ ସେ ଖଣ୍ଡନ କରିଛନ୍ତି। ରଞ୍ଜିବ କହିଛନ୍ତି, "ଏହା ସମ୍ପୂର୍ଣ୍ଣ ମିଥ୍ୟା, କେବଳ ସୋଶାଲ୍ ମିଡିଆରେ ମୋ ନାମରେ ଏସବୁ ଚର୍ଚ୍ଚା ହେଉଥିଲା।" ଏପରିକି ଏଥିପାଇଁ ତାଙ୍କର ୪୦ କୋଟି ଟଙ୍କାର ଡିଲ୍‌ ହୋଇଥିବା ଗଣମାଧ୍ୟମରେ ଚର୍ଚ୍ଚା ହୋଇଥିଲା। ଏହି ଚର୍ଚ୍ଚା ସମ୍ପର୍କରେ ବ୍ୟଙ୍ଗାତ୍ମକ ଢ଼ଙ୍ଗରେ ରଞ୍ଜୀବ ସାମ୍ବାଦିକଙ୍କୁ ପ୍ରଶ୍ନ କରିଥିଲେ, "ଯେତେବେଳେ ଏହି ଡିଲ୍‌ ହୋଇଥିଲା, ସେତେବେଳେ ସେହି ସାମ୍ବାଦିକ ମୋ ପାଖରେ ବସିଥିବେ ନିଶ୍ଚୟ ତେବେ ପ୍ରକୃତ କଥାଟି ସେୟା ନୁହେଁ। ସାମ୍ବାଦିକଙ୍କ ପ୍ରଶ୍ନରେ ଉତ୍ତର ଦେଇ କଥା ଛଳରେ ରଞ୍ଜୀବ ଏମିତି ଏକ ବ୍ୟଙ୍ଗତ୍ମାକ ଢଙ୍ଗରେ ନିଜର ପ୍ରତିକ୍ରିୟା ରଖିଛନ୍ତି। ମୁଁ ଏବେ ସେହି ସାମ୍ବାଦିକଙ୍କୁ ଖୋଜୁଛି ? ମୋର ତାଙ୍କୁ କମିଶନ ଦେବାର ଥିଲା।" ରଞ୍ଜୀବଙ୍କ ଏହି ମନ୍ତବ୍ୟ ହାସ୍ୟରୋଳ ସୃଷ୍ଟି କରିଥିଲା।

ଅନ୍ୟପକ୍ଷରେ ଟ୍ରିପଲ୍ ତଲାକ ବିଲ୍ ଆଗତ ହେବା ଦିନ ରାଜ୍ୟସଭାରେ ତାଙ୍କର ଅନୁପସ୍ଥିତିକୁ ନେଇ ସ୍ପଷ୍ଟୀକରଣ ରଖିଛନ୍ତି ରଞ୍ଜୀବ। ସେ କହିଛନ୍ତି, ବିରୋଧୀ ଦଳ ନେତାଙ୍କ ଅନୁମତି ନେଇ ନିଜ ସମ୍ପର୍କୀୟଙ୍କ ଅପରେସନ୍ ପାଇଁ ସେ ବାହାରକୁ ଯାଇଥିଲେ। ହେଲେ ଧାରା ୩୭୦ ଉଚ୍ଛେଦ ବେଳେ ସେ ରାଜ୍ୟସଭାରେ ରହି କଂଗ୍ରେସକୁ ସମର୍ଥନ ଜଣାଇଥିଲେ।

ସେହିପରି, ପିସିସି ସଭାପତି ନିଯୁକ୍ତି ନେଇ ନିଜ ପ୍ରତିକ୍ରିୟା ରଖିଛନ୍ତି ରଞ୍ଜୀବ। ସେ ପିସିସି ସଭାପତି ଦୌଡ଼ରେ ନାହାନ୍ତି କିମ୍ବା ଏନେଇ ହାଇକମାଣ୍ଡଙ୍କ ସହ ସେ ଆଲୋଚନା ବି କରିନଥିବା ସ୍ପଷ୍ଟ କରିଛନ୍ତି।

https://youtu.be/penqAVPgG2c

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story