ରାଜ୍ୟର ମରୁଡି ସ୍ଥିତି ଅନୁଧ୍ୟାନ ଲାଗି କେନ୍ଦ୍ରୀୟ ଟିମ ପଠାଇବାକୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର: ରାଜ୍ୟରେ ମରୁଡ଼ି ସ୍ଥିତିର ପ୍ରତ୍ୟକ୍ଷ ଅନୁଧ୍ୟାନ ଲାଗି କୃଷି ବିଭାଗର ଏକ କେନ୍ଦ୍ରୀୟ ଟିମ୍ ପଠାଇବାକୁ କେନ୍ଦ୍ର କୃଷିମନ୍ତ୍ରୀ ରାଧାମୋହନ ସିଂହଙ୍କୁ ଚିଠି ଲେଖିଛନ୍ତି ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ରାଜ୍ୟର ୨୨ଟି ଜିଲ୍ଲାରେ ସାମାନ୍ୟ ବୃଷ୍ଟିପାତ ହୋଇଥିବାବେଳେ ୮ଟି ଜିଲ୍ଲା ସ୍ୱଳ୍ପ ବର୍ଷାପାତର ସମ୍ମୁଖୀନ ହୋଇଥିବା ଚିଠିରେ ସେ ଦର୍ଶାଇଛନ୍ତି । ଏହି ୮ଟି ଜିଲ୍ଲା ମଧ୍ୟରେ ଢେଙ୍କ।ନାଳ, ଖୋର୍ଦ୍ଧା, ବଲାଙ୍ଗିର, ବୌଦ୍ଧ, ବରଗଡ଼, ସୁବର୍ଣ୍ଣପୁର, କନ୍ଧମାଳ ଓ କେନ୍ଦୁଝର ରହିଛି। ଓଡ଼ିଶାର ଚାଷୀ […]

dharmendra

dharmendra

Rakesh Mallick
  • Published: Friday, 18 September 2015
  • Updated: 18 September 2015, 04:03 PM IST

Sports

Latest News

dharmendraଭୁବନେଶ୍ୱର: ରାଜ୍ୟରେ ମରୁଡ଼ି ସ୍ଥିତିର ପ୍ରତ୍ୟକ୍ଷ ଅନୁଧ୍ୟାନ ଲାଗି କୃଷି ବିଭାଗର ଏକ କେନ୍ଦ୍ରୀୟ ଟିମ୍ ପଠାଇବାକୁ କେନ୍ଦ୍ର କୃଷିମନ୍ତ୍ରୀ ରାଧାମୋହନ ସିଂହଙ୍କୁ ଚିଠି ଲେଖିଛନ୍ତି ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ରାଜ୍ୟର ୨୨ଟି ଜିଲ୍ଲାରେ ସାମାନ୍ୟ ବୃଷ୍ଟିପାତ ହୋଇଥିବାବେଳେ ୮ଟି ଜିଲ୍ଲା ସ୍ୱଳ୍ପ ବର୍ଷାପାତର ସମ୍ମୁଖୀନ ହୋଇଥିବା ଚିଠିରେ ସେ ଦର୍ଶାଇଛନ୍ତି । ଏହି ୮ଟି ଜିଲ୍ଲା ମଧ୍ୟରେ ଢେଙ୍କ।ନାଳ, ଖୋର୍ଦ୍ଧା, ବଲାଙ୍ଗିର, ବୌଦ୍ଧ, ବରଗଡ଼, ସୁବର୍ଣ୍ଣପୁର, କନ୍ଧମାଳ ଓ କେନ୍ଦୁଝର ରହିଛି। ଓଡ଼ିଶାର ଚାଷୀ ମୁଖ୍ୟତଃ ବର୍ଷା ଉପରେ ନିର୍ଭର କରୁଥିବାରୁ କମ୍ ବର୍ଷା ଗୁରୁତର ସମସ୍ୟା ସୃଷ୍ଟି କରିଛି। ଚାଷୀଙ୍କ ସମସ୍ୟାର ଆଶୁ ସମାଧାନ ପାଇଁ ଏହି କେନ୍ଦ୍ରୀୟ ଟିମ୍ ନିର୍ଦ୍ଦିଷ୍ଟ ପରାମର୍ଶ ଦେବା ଲାଗି କୃଷିମନ୍ତ୍ରୀଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅନୁରୋଧ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story