ରାଜ୍ୟସଭା ଏଥିକ୍ସ କମିଟି ଅଧ୍ୟକ୍ଷଙ୍କୁ ଭେଟିଲେ ବିଧାନସଭା ଏଥିକ୍ସ କମିଟି ସଦସ୍ୟ

ନୂଆଦିଲ୍ଲୀ: ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ନେତୃତ୍ୱରେ ଓଡ଼ିଶା ବିଧାନସଭାର ଏଥିକ୍ସ କମିଟିର ସଦସ୍ୟମାନେ ଗୁରୁବାର ଭଟିଥିଲେ ରାଜ୍ୟସଭାର ଏଥିକ୍ସ କମିଟି ଅଧ୍ୟକ୍ଷ ଡ. କରନ ସିଂଙ୍କୁ। ଏହି ସାକ୍ଷାତକାର ବେଳେ ସଦସ୍ୟମାନେ ଡ. ସିଂଙ୍କ ସହିତ କନଫ୍ଲିକ୍ଟ ଅଫ୍ ଇନଟ୍ରେଷ୍ଟ୍ ସହିତ ଅନ୍ୟାନ୍ୟ ପ୍ରସଙ୍ଗରେ ଆଲୋଚନା କରିଥିଲେ।  ରଣେନ୍ଦ୍ରଙ୍କ ନେତୃତ୍ୱରେ ଯାଇଥିବା ଏହି କମିଟିର ଅନ୍ୟ ସଦସ୍ୟମାନେ ହେଲେ କଂଗ୍ରେସ ବିଧାୟକ ପ୍ରକାଶ ବହେରା, ବିଜେଡି ବିଧାୟକ ସୂର୍ଯ୍ୟ ପାତ୍ର ଓ ଅନନ୍ତ ଦାସ।

ethix

Rakesh Mallick
  • Published: Thursday, 14 May 2015
  • , Updated: 14 May 2015, 10:16 AM IST

Related story