ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୬ ପ୍ରତିଶତ ବୃଦ୍ଧି

ଭୁବନେଶ୍ୱର: ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର। ରାଜ୍ୟ ସରକାର ଆଜି ମହଙ୍ଗା ଭତ୍ତା ୬ ପ୍ରତିଶତକୁ ବୃଦ୍ଧି କରିଛନ୍ତି। ଗତ ଜୁଲାଇ ମାସରୁ ପିଛିଲା ଭାବେ ଏହା ଲାଗୁ ହେବ। ଏହା ଅକ୍ଟୋବର ମାସର ଦରମା ଓ ପେନସନ୍ ସହ ମହଙ୍ଗା ଭତ୍ତା ମିଳିବ। ଫଳରେ ପ୍ରାୟ ୪ଲକ୍ଷ କର୍ମଚାରୀ ଓ ପେନସନଭୋଗୀ ଏଥିରୁ ଉପକୃତ ହେବେ। ୬ ପ୍ରତିଶତ ବୃଦ୍ଧି ପରେ ୧୧୩ ପ୍ରତିଶତରୁ ୧୧୯ ପ୍ରତିଶତକୁ ପହଞ୍ଚିଛି ମହଙ୍ଗା ଭତ୍ତା। ଏଥିପାଇଁ […]

da-hiked

Rakesh Mallick
  • Published: Saturday, 17 October 2015
  • , Updated: 17 October 2015, 08:42 AM IST

ଭୁବନେଶ୍ୱର: ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର। ରାଜ୍ୟ ସରକାର ଆଜି ମହଙ୍ଗା ଭତ୍ତା ୬ ପ୍ରତିଶତକୁ ବୃଦ୍ଧି କରିଛନ୍ତି। ଗତ ଜୁଲାଇ ମାସରୁ ପିଛିଲା ଭାବେ ଏହା ଲାଗୁ ହେବ। ଏହା ଅକ୍ଟୋବର ମାସର ଦରମା ଓ ପେନସନ୍ ସହ ମହଙ୍ଗା ଭତ୍ତା ମିଳିବ। ଫଳରେ ପ୍ରାୟ ୪ଲକ୍ଷ କର୍ମଚାରୀ ଓ ପେନସନଭୋଗୀ ଏଥିରୁ ଉପକୃତ ହେବେ। ୬ ପ୍ରତିଶତ ବୃଦ୍ଧି ପରେ ୧୧୩ ପ୍ରତିଶତରୁ ୧୧୯ ପ୍ରତିଶତକୁ ପହଞ୍ଚିଛି ମହଙ୍ଗା ଭତ୍ତା। ଏଥିପାଇଁ ଅତିରିକ୍ତ ୩୦୫ କୋଟି ଟଙ୍କା ରାଜ୍ୟ ରାଜକୋଷରୁ ବ୍ୟୟ ହେବ।

Related story