ତଳ ପାହ୍ୟାକୁ ଖସିଲେ ବିଧାନସଭାର ୪ ଯୁଗ୍ମ ସଚିବ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଧାନସଭାର ୪ଜଣ ଯୁଗ୍ମ ସଚିବ ପାହ୍ୟାର ଅଫିସରଙ୍କ ପଦକୁ ତଳ ପାହ୍ୟାକୁ ଖସାଇ ଦିଆଯାଇଛି। ୨୦୧୮ ଅକ୍ଟୋବର ୧୨ ତାରିଖରୁ ଯୁଗ୍ମ ସଚିବ ପାହ୍ୟାର ସୁବିଧା ପାଉଥିବା ଏହି ୪ଜଣ ଅଫିସରଙ୍କୁ ଏବେ ଉପସଚିବ ପାହ୍ୟାକୁ ଅବନତି କରାଯାଇଛି। ଏନେଇ ବିଧାନସଭା ସଚିବାଳୟ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ମିଳିଥିବା ସୂଚନା ଅନୁସାରେ, ହାଇକୋର୍ଟଙ୍କ ରାୟ ଓ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ନିର୍ଦ୍ଦେଶ ଆଧାରରେ ବିଧାନସଭାର ୪ଜଣ ଯୁଗ୍ମ ସଚିବ ପାହ୍ୟାର ଅଫିସର […]

assembly00000000

assembly00000000

Tapas Behera
  • Published: Tuesday, 24 September 2019
  • Updated: 24 September 2019, 06:47 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଧାନସଭାର ୪ଜଣ ଯୁଗ୍ମ ସଚିବ ପାହ୍ୟାର ଅଫିସରଙ୍କ ପଦକୁ ତଳ ପାହ୍ୟାକୁ ଖସାଇ ଦିଆଯାଇଛି। ୨୦୧୮ ଅକ୍ଟୋବର ୧୨ ତାରିଖରୁ ଯୁଗ୍ମ ସଚିବ ପାହ୍ୟାର ସୁବିଧା ପାଉଥିବା ଏହି ୪ଜଣ ଅଫିସରଙ୍କୁ ଏବେ ଉପସଚିବ ପାହ୍ୟାକୁ ଅବନତି କରାଯାଇଛି। ଏନେଇ ବିଧାନସଭା ସଚିବାଳୟ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି।

ମିଳିଥିବା ସୂଚନା ଅନୁସାରେ, ହାଇକୋର୍ଟଙ୍କ ରାୟ ଓ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ନିର୍ଦ୍ଦେଶ ଆଧାରରେ ବିଧାନସଭାର ୪ଜଣ ଯୁଗ୍ମ ସଚିବ ପାହ୍ୟାର ଅଫିସର ଶିଶିରକାନ୍ତ ସ୍ୱାଇଁ, ବିଜୟ କୁମାର ସାହୁ, ଅନୀଲ ଚନ୍ଦ୍ର ପଟ୍ଟନାୟକ ଓ ସୁଶୀଳା ମଲ୍ଲିକଙ୍କୁ ପୂର୍ବ ଭଳି ଉପସଚିବ ପାହ୍ୟାରେ କାର୍ଯ୍ୟ କରିବାକୁ କୁହାଯାଇଛି। ଏହି ୪ଜଣ ଅଫିସରଙ୍କ ମଧ୍ୟରୁ ଶିଶିରକାନ୍ତ ସ୍ୱାଇଁ ଓ ସୁଶୀଳା ମଲ୍ଲିକ ଏବେ କାର୍ଯ୍ୟରତ ଥିବାବେଳେ ଅନ୍ୟ ୨ଜଣ ଅଫିସର ସରକାରୀ ଚାକିରିରୁ ଅବସର ନେଇସାରିଛନ୍ତି। ତେବେ ଶ୍ରୀ ସାହୁ ଏବେ ଅସ୍ଥାୟୀ ଭାବେ ପୁଣିଥରେ ବିଧାନସଭାରେ କାର୍ଯ୍ୟ କରୁଛନ୍ତି। ଅବସର ନେଇଥିବା ଦୁଇ ଅଫିସରଙ୍କୁ ଉପସଚିବ ପାହ୍ୟାର ସୁବିଧାସୁଯୋଗ ସହ ପେନସନ୍ ମିଳିବ ବୋଲି ଜଣାପଡ଼ିଛି।

ତେବେ ଏହି ୪ଜଣ ଅଫିସର ଗତବର୍ଷ ଅକ୍ଟୋବର ମାସରୁ ଚଳିତମାସ ପର୍ଯ୍ୟନ୍ତ ଯୁଗ୍ମ ସଚିବ ଭାବେ ନେଇଥିବା ଦରମା ଓ ଅନ୍ୟାନ୍ୟ ସୁବିଧାକୁ ସେମାନଙ୍କଠୁ ଆଦାୟ କରାଯିବକି ନାହିଁ ସେ ନେଇ ବିଧାନସଭା ସଚିବାଳୟ ପକ୍ଷରୁ ଜାରି ବିଜ୍ଞପ୍ତିରେ କିଛି ସ୍ପଷ୍ଟ କରାଯାଇ ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story