ରାଉରକେଲା: ମାସକ ମଧ୍ୟରେ ଆରମ୍ଭ ହେବ ଦ୍ୱିତୀୟ ବ୍ରାହ୍ମଣୀ ସେତୁ ନିର୍ମାଣ କାମ

ରାଉଲକେଲା: ରାଉରକେଲା ବ୍ରାହ୍ମଣୀ ସେତୁର କାମ ମାସକ ମଧ୍ୟରେ ଆରମ୍ଭ ହେବ। ଦ୍ୱିତୀୟ ବ୍ରାହ୍ମଣୀ ସେତୁ ନିର୍ମାଣରେ ବିଳମ୍ବ ପ୍ରସଙ୍ଗରେ ରାଉରକେଲାଠାରେ ଏନଏଚ୍‌ଏଆଇ ସିଜିଏମ୍‌ ଧର୍ମାନନ୍ଦ ଷଡଙ୍ଗୀ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ସେ କହିଛନ୍ତି,“ବିଭିନ୍ନ କାରଣରୁ ବ୍ରାହ୍ମଣୀ ସେତୁର ନିର୍ମାଣରେ ବିଳମ୍ବ ହୋଇଛି। ସେତୁ ନିର୍ମାଣ ପାଇଁ ଟେଣ୍ଡର ସରିଛି ଏବଂ ମାସକ ମଧ୍ୟରେ କାମ ଆରମ୍ଭ ହେବ।” ସେ ଆହୁରି କହିଛନ୍ତି,“ଏନ୍‌ଏଚ୍‌-୧୪୩କୁ ମୁମ୍ବାଇ-ପୁଣେ ରୋଡ ପରି କଂକ୍ରିଟ୍‌ କରାଯିବ।” ସାମ୍ବାଦିକ ସମ୍ମିଳନୀରେ ସାଂସଦ ଜୁଏଲ […]

rkl

Rakesh Mallick
  • Published: Thursday, 22 December 2016
  • , Updated: 22 December 2016, 03:38 PM IST

ରାଉଲକେଲା: ରାଉରକେଲା ବ୍ରାହ୍ମଣୀ ସେତୁର କାମ ମାସକ ମଧ୍ୟରେ ଆରମ୍ଭ ହେବ। ଦ୍ୱିତୀୟ ବ୍ରାହ୍ମଣୀ ସେତୁ ନିର୍ମାଣରେ ବିଳମ୍ବ ପ୍ରସଙ୍ଗରେ ରାଉରକେଲାଠାରେ ଏନଏଚ୍‌ଏଆଇ ସିଜିଏମ୍‌ ଧର୍ମାନନ୍ଦ ଷଡଙ୍ଗୀ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।

ସେ କହିଛନ୍ତି,“ବିଭିନ୍ନ କାରଣରୁ ବ୍ରାହ୍ମଣୀ ସେତୁର ନିର୍ମାଣରେ ବିଳମ୍ବ ହୋଇଛି। ସେତୁ ନିର୍ମାଣ ପାଇଁ ଟେଣ୍ଡର ସରିଛି ଏବଂ ମାସକ ମଧ୍ୟରେ କାମ ଆରମ୍ଭ ହେବ।”

ସେ ଆହୁରି କହିଛନ୍ତି,“ଏନ୍‌ଏଚ୍‌-୧୪୩କୁ ମୁମ୍ବାଇ-ପୁଣେ ରୋଡ ପରି କଂକ୍ରିଟ୍‌ କରାଯିବ।”

ସାମ୍ବାଦିକ ସମ୍ମିଳନୀରେ ସାଂସଦ ଜୁଏଲ ଓରାମ ଓ ବିଧାୟକ ଦିଲୀପ ରାୟ ଉପସ୍ଥିତ ଥିଲେ।

Related story