ଭୁବନେଶ୍ୱରରେ ରସଗୋଲା ମହୋତ୍ସବ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପ୍ରତିବର୍ଷ ଭଳି ଗତକାଲି ମକର ସଂକ୍ରାନ୍ତି ଅବସରରେ ଓଡ଼ିଶା ଟେଲିଭିଜନ ନେଟୱର୍କ ପକ୍ଷରୁ ଭାରତ ମସଲା ସହଯୋଗରେ ‘ରସଗୋଲା ମହୋତ୍ସବ’ ଆୟୋଜିତ ହୋଇଯାଇଛି। ପଟିଆ ବିଗ୍‌ବଜାର ନିକଟସ୍ଥ ପାଲଟ୍ରୋନିକ୍ସ ପଡ଼ିଆରେ ଅନୁଷ୍ଠିତ ହୋଇଥିବା ଏହି ଉତ୍ସବରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ୫୦ରୁ ଅଧିକ ରସଗୋଲା କାରିଗର ଯୋଗ ଦେଇ ରସଗୋଲା ପ୍ରଦର୍ଶନ କରିଥିଲେ। ଗତକାଲି ରସଗୋଲା ମହୋତ୍ସବରେ ସଂଗୃହୀତ ହୋଇଥିବା କିଛି ଫଟୋ ନିମ୍ନରେ ଦିଆଗଲା।  

rasagola1

Puspanjali Panda
  • Published: Tuesday, 15 January 2019
  • , Updated: 15 January 2019, 09:44 PM IST

Related story