ରସଗୋଲା ବିବାଦ:୧୫ ଦିନରେ ସରକାରଙ୍କୁ ରିପୋର୍ଟ ଦେବ ୩ଟି କମିଟି

ଭୁବନେଶ୍ୱର: ରସଗୋଲା ବିବାଦରେ ରାଜ୍ୟସରକାରଙ୍କ ପକ୍ଷରୁ ଗଠିତ ହୋଇଥିବା ୩ କମିଟିର ୧୭ ସଦସ୍ୟ ୧୫ ଦିନ ମଧ୍ୟରେ ସରକାରଙ୍କୁ ରିପୋର୍ଟ ଦେବେ। ପ୍ରଥମ କମିଟିରେ ଥିବା ୭ ସଦସ୍ୟ ରସଗୋଲାର ଉତ୍ପତ୍ତିସ୍ଥଳ ସଂପର୍କରେ ତଥ୍ୟ ଅନୁସନ୍ଧାନ କରି ରିପୋର୍ଟ ଦେବ। ଦ୍ୱିତୀୟ କମିଟିରେ ଥିବା ୪ଜଣ ସଦସ୍ୟ ପଶ୍ଚିମ ବଙ୍ଗ କେଉଁ ଆଧାରରେ ଦାବି କରୁଛି ତା’ର ତର୍ଜମା କରିବ। ସେହିପରି ତୃତୀୟ କମିଟିର ୬ ଜଣ ସଦସ୍ୟ ଓଡ଼ିଶାର ଦାବି ଉପସ୍ଥାପନ ପାଇଁ କାଗଜପତ୍ର […]

rasagola

rasagola

Rakesh Mallick
  • Published: Monday, 21 September 2015
  • Updated: 21 September 2015, 09:17 AM IST

Sports

Latest News

rasagolaଭୁବନେଶ୍ୱର: ରସଗୋଲା ବିବାଦରେ ରାଜ୍ୟସରକାରଙ୍କ ପକ୍ଷରୁ ଗଠିତ ହୋଇଥିବା ୩ କମିଟିର ୧୭ ସଦସ୍ୟ ୧୫ ଦିନ ମଧ୍ୟରେ ସରକାରଙ୍କୁ ରିପୋର୍ଟ ଦେବେ। ପ୍ରଥମ କମିଟିରେ ଥିବା ୭ ସଦସ୍ୟ ରସଗୋଲାର ଉତ୍ପତ୍ତିସ୍ଥଳ ସଂପର୍କରେ ତଥ୍ୟ ଅନୁସନ୍ଧାନ କରି ରିପୋର୍ଟ ଦେବ। ଦ୍ୱିତୀୟ କମିଟିରେ ଥିବା ୪ଜଣ ସଦସ୍ୟ ପଶ୍ଚିମ ବଙ୍ଗ କେଉଁ ଆଧାରରେ ଦାବି କରୁଛି ତା’ର ତର୍ଜମା କରିବ। ସେହିପରି ତୃତୀୟ କମିଟିର ୬ ଜଣ ସଦସ୍ୟ ଓଡ଼ିଶାର ଦାବି ଉପସ୍ଥାପନ ପାଇଁ କାଗଜପତ୍ର ଉପସ୍ଥାପନ କରିବ।  ରସଗୋଲା ଉତ୍ପତ୍ତିସ୍ଥଳକୁ ନେଇ ଓଡ଼ିଶା-ପଶ୍ଚିମବଙ୍ଗ ମଧ୍ୟରେ ଦେଖା ଦେଇଥିବା ବିବାଦରେ ଓଡ଼ିଶା ପକ୍ଷରୁ ଏହି କମିଟିକୁ ନିୟୋଜିତ କରିଯାଇଛି ବୋଲି ବିଜ୍ଞାନ ଓ କାରିଗରୀ ପ୍ରଦୀପ ପାଣିଗ୍ରାହୀ ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, ରସଗୋଲାର ଉତ୍ପତ୍ତିସ୍ଥଳ ସଂପର୍କରେ ତଥ୍ୟ ଅନୁସନ୍ଧାନ ପାଇଁ ରାଜ୍ୟ ସରକାରଙ୍କ ବିଜ୍ଞାନ ଓ ବୈଷୟିକ ବିଭାଗ ପକ୍ଷରୁ ଶୁକ୍ରବାର ୩ଟି କମିଟି ଗଠନ କରାଯାଇଥିଲା। 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story