ରାସ୍ତା ନିର୍ମାଣରେ ଫ୍ଲାଇ-ଆସ ବ୍ୟବହାର ଉପରେ ଗୁରୁତ୍ୱ

ଭୁବନେଶ୍ୱର: ଏଣିକି ରାସ୍ତା ନିର୍ମାଣରେ ବ୍ୟବହାର ହେବ ଫ୍ଲ।ଇ-ଆସ୍। ରାଜ୍ୟ ସରକାର ପ୍ରଦୂଷଣ ରୋକିବା ସାଙ୍ଗକୁ ଫ୍ଲ।ଇ-ଆସର ଉପଯୁକ୍ତ ବିନିଯୋଗ ଉପରେ ଗୁରୁତ୍ୱ ଦେଇଛନ୍ତି। ସେହିପରି ଥର୍ମାଲ ପାୱାର ପ୍ଲାଣ୍ଟରୁ ବାହାରୁଥିବା ଫ୍ଲ।ଇ-ଆସକୁ ସମ୍ପୃକ୍ତ କମ୍ପାନୀ ନିଜ ଅଞ୍ଚଳର ୧୦୦ କି.ମି. ପରିଧି ମଧ୍ୟରେ ରାସ୍ତା ନିର୍ମାଣ ସ୍ଥାନରେ ପହଞ୍ଚାଇବାକୁ ପୂର୍ତ୍ତ ବିଭାଗ ନିର୍ଦ୍ଦେଶ ଦେଇଛି। ଫ୍ଲ।ଇ-ଆସର ଉପଯୁକ୍ତ ବିନିଯୋଗ ନେଇ ଭୁବନେଶ୍ୱରରେ ଏନଟିପିସି ଓ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ମିଳିତ କର୍ମଶାଳାରେ ଏହି ନିଷ୍ପତ୍ତି […]

fly

Rakesh Mallick
  • Published: Friday, 08 January 2016
  • , Updated: 08 January 2016, 03:44 PM IST

ଭୁବନେଶ୍ୱର: ଏଣିକି ରାସ୍ତା ନିର୍ମାଣରେ ବ୍ୟବହାର ହେବ ଫ୍ଲ।ଇ-ଆସ୍। ରାଜ୍ୟ ସରକାର ପ୍ରଦୂଷଣ ରୋକିବା ସାଙ୍ଗକୁ ଫ୍ଲ।ଇ-ଆସର ଉପଯୁକ୍ତ ବିନିଯୋଗ ଉପରେ ଗୁରୁତ୍ୱ ଦେଇଛନ୍ତି। ସେହିପରି ଥର୍ମାଲ ପାୱାର ପ୍ଲାଣ୍ଟରୁ ବାହାରୁଥିବା ଫ୍ଲ।ଇ-ଆସକୁ ସମ୍ପୃକ୍ତ କମ୍ପାନୀ ନିଜ ଅଞ୍ଚଳର ୧୦୦ କି.ମି. ପରିଧି ମଧ୍ୟରେ ରାସ୍ତା ନିର୍ମାଣ ସ୍ଥାନରେ ପହଞ୍ଚାଇବାକୁ ପୂର୍ତ୍ତ ବିଭାଗ ନିର୍ଦ୍ଦେଶ ଦେଇଛି। ଫ୍ଲ।ଇ-ଆସର ଉପଯୁକ୍ତ ବିନିଯୋଗ ନେଇ ଭୁବନେଶ୍ୱରରେ ଏନଟିପିସି ଓ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ମିଳିତ କର୍ମଶାଳାରେ ଏହି ନିଷ୍ପତ୍ତି ହୋଇଛି। ଫ୍ଲ।ଇ-ଆସରୁ କିଭିଳି ଅଧିକ ପରିମାଣରେ ଇଟା ତିଆରି କରାଯିବ ସେ ନେଇ ମଧ୍ୟ କର୍ମଶାଳାରେ ଗୁରୁତ୍ୱ ଦିଆଯାଇଛି।

Related story